mundrika-to-the-rescue-or

West Champaran, Bihar

Jan 04, 2025

ଉଦ୍ଧାର କରିବାକୁ ମୁନ୍ଦ୍ରିକା

ବିହାରର ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ଯଦି ଆପଣ କୌଣସି ବିପଜ୍ଜନକ ହିଂସ୍ର ଜନ୍ତୁ ସହିତ ମୁହାଁମୁହିଁ ହୋଇଯାଆନ୍ତି, କିମ୍ବା କୌଣସି ଗୋଟିଏ ବନ୍ୟପ୍ରାଣୀକୁ ଉଦ୍ଧାର କରିବା ଆବଶ୍ୟକ ହେଉଥାଏ, ତେବେ ଜୀପ୍ ଚାଳକ ମୁନ୍ଦ୍ରିକା ହେଉଛନ୍ତି ସେହି ବ୍ୟକ୍ତି, ଯେ ଏ କଥା ଜାଣିବା ଦରକାର । ଏକଦା ସେ ଥିଲେ ବନରକ୍ଷୀ, କିନ୍ତୁ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କ ମଧ୍ୟରେ ନିଜକୁ ସାମିଲ କରାଇ ପାରି ନଥିଲେ, ତଥାପି ତାଙ୍କ ଦକ୍ଷତା ଉପରେ ଲୋକଙ୍କର ଭରସା ରହିଛି

Want to republish this article? Please write to [email protected] with a cc to [email protected]

Author

Umesh Kumar Ray

ଉମେଶ କୁମାର ରାଏ ହେଉଛନ୍ତି ଜଣେ ‘ପରୀ’ ଫେଲୋ (୨୦୨୨)। ସେ ବିହାରେ ରହୁଥିବା ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଯେ କି ସମାଜର ଅବହେଳିତ ବର୍ଗଙ୍କ ଉପରେ ଲେଖାଲେଖି କରନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।