methi-my-mother-or

Nilgiris, Tamil Nadu

Jul 26, 2024

ମେତି, ମୋ ମା’

ନୀଳଗିରି ଜଙ୍ଗଲରେ ଥିବା ବୋକ୍କାପୁରମ୍‌ ଗାଁର ଜଣେ ଯୁବକ ବେଟ୍ଟାକୁରୁମ୍ବା ନିଜ ମା’ଙ୍କ ବିଷୟରେ ଲେଖିଛନ୍ତି

Want to republish this article? Please write to [email protected] with a cc to [email protected]

Author

K. Ravikumar

ମୁଦୁମଲାଇ ବ୍ୟାଘ୍ର ଅଭୟାରଣ୍ୟର ମଧ୍ୟ ଭାଗରେ ଥିବା ଗାଁ ବୋକ୍କାପୁରମରେ ରହୁଥିବା ରବିକୁମାର କେ. ଜଣେ ଉଦୀୟମାନ ଫଟୋଗ୍ରାଫର ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା। ପରୀ ଫଟୋଗ୍ରାଫର ପାଲାନି କୁମାରଙ୍କ ଦ୍ୱାରା ପରିଚାଳିତ ପାଲାନି ଷ୍ଟୁଡିଓରେ ରବି ଫଟୋଗ୍ରାଫୀ ଅଧ୍ୟୟନ କରିଛନ୍ତି । ନିଜ ବେଟ୍ଟାକୁରୁମ୍ବା ଆଦିବାସୀ ସମ୍ପ୍ରଦାୟର ଜୀବନ ଓ ଜୀବିକାକୁ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ପରିପ୍ରକାଶ କରିବା ଲାଗି ରବିଙ୍କର ଆଗ୍ରହ ରହିଛି ।

Editor

Vishaka George

ବିଶାଖା ଜର୍ଜ ପରୀର ବରିଷ୍ଠ ସଂପାଦକ ଭାବରେ କାର୍ଯ୍ୟ କରିଛନ୍ତି । ସେ ଜୀବିକା ଏବଂ ପରିବେଶ ପ୍ରସଙ୍ଗରେ ରିପୋର୍ଟ କରନ୍ତି । ବିଶାଖା ପରୀର ସୋସିଆଲ ମିଡିଆ (୨୦୧୭-୨୦୨୫) ର କାର୍ଯ୍ୟକ୍ରମ ମୁଖ୍ୟ ଥିଲେ ଏବଂ ପରୀର ବିଭିନ୍ନ ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ସହିତ ଛାତ୍ରଛାତ୍ରୀଙ୍କୁ ଘେରି ରହିଥିବା ବିଭିନ୍ନ ସମସ୍ୟାକୁ ନଥିଭୁକ୍ତ କରିବା ଦିଗରେ ସେ ଶିକ୍ଷା ଟିମ୍‌ରେ କାର୍ଯ୍ୟ କରିଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।