making-bangles-from-sheep-hair-in-karadaga-or

Belagavi, Karnataka

Jul 13, 2024

କାରଦଗାରେ ମେଣ୍ଢା ଲୋମରୁ ତିଆରି ଚୁଡ଼ି

କର୍ଣ୍ଣାଟକର କାରଦଗା ଗ୍ରାମରେ ମେଣ୍ଢା ଲୋମରୁ ତିଆରି ହୋଇଥିବା ଚୁଡ଼ିକୁ ପବିତ୍ର ମନେ କରାଯାଏ ଏବଂ ନବଜାତଙ୍କ କଚଟିରେ ବାନ୍ଧି ଦିଆଯାଏ। ମେଷପାଳକ ସଂଖ୍ୟା ଏବଂ ଚାରଣ ଭୂମି ହ୍ରାସ ପାଇବା କାରଣରୁ ବର୍ତ୍ତମାନ ସମୟରେ ଏହି ହସ୍ତଶିଳ୍ପର ଚାହିଦା କମିଗଲାଣି

Want to republish this article? Please write to [email protected] with a cc to [email protected]

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Editor

Dipanjali Singh

ଦୀପାଞ୍ଜଳି ସିଂ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ସହାୟକ ସମ୍ପାଦିକା। ସେ ପରୀ ଲାଇବ୍ରେରୀ ପାଇଁ ଗବେଷଣା କରିବା ସହିତ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି।