lohars-in-sonipat-futures-on-the-anvil-or

Sonipat, Haryana

Mar 23, 2024

ନିହାଇ ଉପରେ ନିର୍ଭର କରୁଛି ସୋନିପତ୍‌ କମାରଙ୍କ ଭବିଷ୍ୟତ

ଯାଯାବର ଲୋହାର୍‌ (କମାର) ସମ୍ପ୍ରଦାୟର ସଦସ୍ୟ ସଲମା ଓ ବିଜୟ ହରିୟାଣାର ବହାଲଗଡ଼ ବଜାର ରାସ୍ତା ପାର୍ଶ୍ୱରେ ନିର୍ମିତ ଅସ୍ଥାୟୀ ବସ୍ତିରେ ରହି କାମ କରିବା ସହିତ ଜୀବନ ନିର୍ବାହ କରୁଛନ୍ତି । ଏଠାରେ ସେମାନେ ଚାଲୁଣି, କୋଦାଳ, ହାତୁଡ଼ି, କୁରାଢ଼ି, ନିହାଣ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରି ବିକ୍ରି କରୁଛନ୍ତି, ହେଲେ ସେମାନଙ୍କୁ ସବୁବେଳେ ଏଠାରୁ ଉଚ୍ଛେଦର ଭୟ ରହୁଛି

Student Reporter

Sthitee Mohanty

Translator

OdishaLIVE

Want to republish this article? Please write to [email protected] with a cc to [email protected]

Student Reporter

Sthitee Mohanty

ସ୍ଥିତୀ ମହାନ୍ତି ହରିୟାଣାର ଅଶୋକା ବିଶ୍ୱବିଦ୍ୟାଳୟରେ ଇଂରାଜୀ ଭାଷା ସାହିତ୍ୟ ଏବଂ ଗଣମାଧ୍ୟମ ଅଧ୍ୟୟନ ବିଷୟରେ ସ୍ନାତକ ଶିକ୍ଷା ଅର୍ଜନ କରୁଛନ୍ତି । ଓଡ଼ିଶାର କଟକ ଜିଲ୍ଲା ନିବାସୀ ସ୍ଥିତୀ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ରହିଥିବା ପ୍ରଭେଦ ଏବଂ ଭାରତର ଲୋକମାନଙ୍କ ପାଇଁ ‘ବିକାଶ’ର ଅର୍ଥ କ’ଣ ସେ ବିଷୟରେ ଅଧ୍ୟୟନ କରିବା ଲାଗି ବିଶେଷ ଆଗ୍ରହୀ।

Editor

Swadesha Sharma

ସ୍ୱଦେଶା ଶର୍ମା ଜଣେ ଗବେଷିକା ଏବଂ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କଣ୍ଟେଣ୍ଟ ଏଡିଟର। PARIର ପାଠାଗାର ନିମନ୍ତେ ସମ୍ବଳ ନିୟୋଜନ ସକାଶେ ସେ ସ୍ୱେଚ୍ଛାସେବୀମାନଙ୍କ ସହିତ ମଧ୍ୟ କାର୍ଯ୍ୟ କରନ୍ତି

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।