
Balaghat, Madhya Pradesh •
Dec 11, 2025
Author
Kiran Admache
କିରଣ ଆଦମାଚେ ହେଉଛନ୍ତି ମଧ୍ୟପ୍ରଦେଶସ୍ଥିତ ସିଓନିର ଗୋଣ୍ଡ ଗୋଷ୍ଠୀର ଜଣେ ଆଦିବାସୀ ମହିଳା ଚଳଚ୍ଚିତ୍ର ନିର୍ମାତା । ସେ ତୃଣମୂଳ ସ୍ତରରେ ଗୋଷ୍ଠୀଗୁଡ଼ିକୁ ଚଳଚ୍ଚିତ୍ର ମାଧ୍ୟମରେ ସଂଯୁକ୍ତ କରିବା ପାଇଁ କାମ କରୁଥିବା ଅନୁଷ୍ଠାନ ସିକାଡା କ୍ରିଏସନ୍ସର ସହ-ପ୍ରତିଷ୍ଠାତା । ତାଙ୍କର କାମ ମାଧ୍ୟମରେ ସାଂସ୍କୃତିକ ପରମ୍ପରା ଓ ତାଙ୍କ ଲୋକମାନଙ୍କର ଜୀବନାନୁଭୁତିକୁ ସଂଗ୍ରହ କରନ୍ତି ।
Editor
Pratishtha Pandya
ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।
Photo Editor
Binaifer Bharucha
Translator
OdishaLIVE