kukdeshwars-paan-leaf-is-wilting-or

Neemuch, Madhya Pradesh

Jan 17, 2024

କୁକଡ଼େଶ୍ୱର ପାନ ଚାଷ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ

ମଧ୍ୟପ୍ରଦେଶର ଏହି ଛୋଟ ଗାଁରେ ପ୍ରକାଶ ବୁନ୍ଦିୱାଲ୍‌ଙ୍କ ଭଳି ପାନ ଚାଷୀମାନେ ଏହି କୋମଳ ଲତା ଜାତୀୟ ଚାଷ କରିଥା’ନ୍ତି ଯାହା ଏବେ ଅତିଶୟ ଗ୍ରୀଷ୍ମ ପ୍ରବାହ, ଶୀତ ଲହରୀ ଏବଂ ପ୍ରବଳ ବର୍ଷା ଓ ଝଡ଼ ଦ୍ୱାରା କ୍ଷତିଗ୍ରସ୍ତ ହେଉଛି । ହେଲେ ରାଜ୍ୟ ସରକାରଙ୍କ ତରଫରୁ ଏହି ଫସଲ ପାଇଁ କୌଣସି ସହାୟତା ମିଳୁନାହିଁ

Student Reporter

Harsh Choudhary

Translator

OdishaLIVE

Want to republish this article? Please write to [email protected] with a cc to [email protected]

Student Reporter

Harsh Choudhary

ହର୍ଷ ଚୌଧୁରୀ ସୋନିପତ ଅଶୋକା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର। ସେ ମଧ୍ୟପ୍ରଦେଶର କୁକ୍‌ଡ଼େଶ୍ୱରରେ ବଢ଼ିଛନ୍ତି।

Editor

Sanviti Iyer

ସନ୍ୱିତୀ ଆୟାର ପିପୁଲ୍ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆରେ ଜଣେ ବିଷୟବସ୍ତୁ ସଂଯୋଜିକା ଭାବେ କାର୍ଯ୍ୟ କରୁଛନ୍ତି। ଗ୍ରାମୀଣ ଭାରତର ପ୍ରସଙ୍ଗ ଉପରେ ଦସ୍ତାବିଜ ସଂଗ୍ରହ କରିବା ଏବଂ ରିପୋର୍ଟ ପ୍ରସ୍ତୁତ କରିବାରେ ସହାୟତା ଲାଗି ସେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ କାମ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।