karaulis-farmers-hit-by-a-changing-climate-or

Karauli, Rajasthan

Nov 07, 2024

ପରିବର୍ତ୍ତିତ ଜଳବାୟୁ ଦ୍ୱାରା କରୌଲୀର କୃଷକ ପ୍ରଭାବିତ

ଖିରଖିରୀ ଗାଁରେ ଅମଳ ବେଳେ ଅକାଳ ବର୍ଷା ଫସଲ ନଷ୍ଟ କରୁଛି ଏବଂ ପଶୁସମ୍ପଦ ମଧ୍ୟ ଏଥିରୁ ବର୍ତ୍ତି ପାରୁନାହିଁ । ରାଜସ୍ଥାନର କରୌଲୀ ଜିଲ୍ଲାର କୃଷକଙ୍କ ସ୍ୱରକୁ କଏଦ କରିଥିବା ଏକ ଭିଡିଓ

Want to republish this article? Please write to [email protected] with a cc to [email protected]

Author

Kabir Naik

କବୀର ନାୟକ ଜଳବାୟୁ ସଂଚାରରେ କାର୍ଯ୍ୟ କରନ୍ତି ଏବଂ କ୍ଲବ ଅଫ୍ ରୋମ୍‌ରେ ୨୦୨୪ କମ୍ୟୁନିକେସନ୍ ଫେଲୋ ଅଟନ୍ତି ।

Text Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।