inflation-was-a-problem-now-we-have-elephants-or

Gadchiroli, Maharashtra

Apr 25, 2024

‘ପୂର୍ବରୁ ଦରଦାମ୍‌ ବୃଦ୍ଧି; ଏବେ ହାତୀ ଉପଦ୍ରବ ସମସ୍ୟା ପାଲଟିଛି’

ଚଳିତ ଗ୍ରୀଷ୍ମ ଋତୁରେ, ମହାରାଷ୍ଟ୍ରର ଏକ ଆଦିବାସୀ ଗ୍ରାମ ପଳସଗାଁଓର ବାସିନ୍ଦା ଅପ୍ରତ୍ୟାଶିତ ବିପଦ କାରଣରୁ ନିଜର ବନ୍ୟ ଆଧାରିତ ଜୀବିକାକୁ ଛାଡ଼ି ଘର ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି। ନିଜ ଜୀବନକୁ ନେଇ ଚିନ୍ତିତ ଗ୍ରାମବାସୀ ସାଧାରଣ ନିର୍ବାଚନ ୨୦୨୪କୁ ନେଇ ସେତେଟା ଉତ୍ସାହିତ ନୁହନ୍ତି

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Editor

Medha Kale

ମେଧା କାଲେ ତୁଲଜାପୁରର ବାସିନ୍ଦା ଏବଂ ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ମରାଠୀ ଅନୁବାଦ ସମ୍ପାଦିକା। ସେ ମହିଳା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।