in-uplagarh-butter-that-will-melt-in-your-mouth-or

Sirohi, Rajasthan

Nov 06, 2025

ଉପଲାଗଡ଼ର ଲହୁଣି ପାଟିରେ ମିଳେଇଯାଏ

ରାଜସ୍ଥାନର ଗୋଟିଏ ଆଦିବାସୀ ଗାଁରେ ଆମକୁ ରୟାଲି ବାଈ ପାରମ୍ପରିକ ଉପକରଣ ବ୍ୟବହାର କରି ଓ ଯେଉଁ ପ୍ରକ୍ରିୟାରେ ଲହୁଣି ପ୍ରସ୍ତୁତ କରାଯାଉଛି ତାହା ବତାଇଛନ୍ତି

Student Reporter

Pramod Indaliya

Illustration

Antara Raman

Photo Editor

Binaifer Bharucha

Video Editor

Sinchita Parbat

Translator

OdishaLIVE

Want to republish this article? Please write to [email protected] with a cc to [email protected]

Student Reporter

Pramod Indaliya

ପ୍ରମୋଦ ଇନ୍ଦାଲିୟା ହେଉଛନ୍ତି ବେଙ୍ଗାଲୁରୁସ୍ଥିତ ଅଜିମ ପ୍ରେମଜୀ ବିଶ୍ଵବିଦ୍ୟାଳୟର ଜଣେ ସ୍ନାତକୋତ୍ତର ଛାତ୍ର ସେ ଗ୍ରାମ୍ୟ ଜୀବନର ବିଭିନ୍ନ ଦିଗକୁ ଲିପିବଦ୍ଧ କରିବା ପାଇଁ ଆଗ୍ରହୀ

Editor

Harshita Kalyan

ହର୍ଷିତା କଲ୍ୟାଣ ଜଣେ ବରିଷ୍ଠ ସଂପାଦକ ଏବଂ ତାଙ୍କର ରାଜନୀତି ଓ ସାଧାରଣ ଲୋକଙ୍କ ପ୍ରସଙ୍ଗରେ ଆଗ୍ରହ ରହିଛି । ସେ କୋଲକାତାରେ ରହନ୍ତି ।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Video Editor

Sinchita Parbat

ସିଞ୍ଚିତା ପର୍ବତ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ଭିଡିଓ ସମ୍ପାଦିକା ଏବଂ ଜଣେ ମୁକ୍ତବୃତ୍ତିର ଫଟୋଗ୍ରାଫର ଓ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା। ପୂର୍ବରୁ ସିଞ୍ଚିତା ମାଜୀ ନାମରେ ତାଙ୍କର କାହାଣୀଗୁଡ଼ିକ ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Illustration

Antara Raman

ଅନ୍ତରା ରମଣ ଜଣେ ଚିତ୍ରକର ଏବଂ ସାମାଜିକ ପ୍ରକ୍ରିୟା ଓ ପୌରାଣିକ ଚିତ୍ର ପ୍ରତି ଆଗ୍ରହ ରହିଥିବା ଜଣେ ୱେବସାଇଟ୍ ଡିଜାଇନର୍। ବେଙ୍ଗାଲୁରୁର ସୃଷ୍ଟି ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ, ଡିଜାଇନ୍ ଏବଂ ଟେକ୍ନୋଲୋଜିର ସ୍ନାତକ ଭାବେ ସେ ବିଶ୍ୱାସ କରନ୍ତି ଯେ କାହାଣୀ ବର୍ଣ୍ଣନା ଏବଂ ଚିତ୍ରକଳା ସହଜୀବୀ।