in-the-line-of-duty-or

-, Maharashtra

Oct 23, 2024

ଡ୍ୟୁଟି ସମୟରେ

ଯେତେବେଳେ କନଷ୍ଟେବଳ ଦାମିନୀ, ତାଙ୍କ ଉପରିସ୍ଥ ପୋଲିସ ଅଧିକାରୀଙ୍କ ସମେତ ତିନି ଜଣଙ୍କ ଦ୍ୱାରା କାର୍ଯ୍ୟସ୍ଥଳରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା, ସେତେବେଳେ ତାଙ୍କ ବିରୋଧରେ କଠୋର ବ୍ୟବସ୍ଥାର ସେ ସମ୍ମୁଖୀନ ହୋଇଥିଲେ। ଏହା ହେଉଛି ନ୍ୟାୟ ପାଇଁ ଚାଲିଥିବା ତାଙ୍କ ସଂଘର୍ଷର କାହାଣୀ

Author

Jyoti

Series Editor

Anubha Bhonsle

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Editor

Pallavi Prasad

ପଲ୍ଲବୀ ପ୍ରସାଦ ମୁମ୍ବାଇରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକା, ଜଣେ ୟଙ୍ଗ ଇଣ୍ଡିଆ ଫେଲୋ ଏବଂ ଲେଡି ଶ୍ରୀରାମ କଲେଜରୁ ଇଂରାଜୀ ସାହିତ୍ୟର ସ୍ନାତକ ଅଟନ୍ତି । ସେ ଲିଙ୍ଗ, ସଂସ୍କୃତି ଓ ସ୍ୱାସ୍ଥ୍ୟ ଉପରେ ଲେଖିଥା’ନ୍ତି।

Series Editor

Anubha Bhonsle

ଅନୁଭା ଭୋଁସଲେ୨୦୧୫ର ଜଣେ ପରୀ ଫେଲୋ, ସ୍ୱାଧୀନ ସାମ୍ବାଦିକ ଏବଂ ଆଇସିଏଫ୍‌ଜେ ନାଇଟ୍‌ ଫେଲୋ, ଏବଂ ମଣିପୁରର ଅଶାନ୍ତ ଇତିହାସ ଏବଂ ସଶସ୍ତ୍ର ସେନାବାହିନୀର ବିଶେଷ କ୍ଷମତା ଆଇନର ପ୍ରଭାବ ଉପରେ ଲିଖିତ ‘‘ ମଦର୍ ହ୍ୱେୟାର୍ ଇଜ୍ ମାଇଁ କଣ୍ଟ୍ରିର ପ୍ରଣେତା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।