in-the-beginning-was-the-word-a-story-in-translation-or

Mumbai, Maharashtra

Sep 30, 2023

ଆରମ୍ଭରୁ ଶବ୍ଦ ଥିଲା: ଅନୁବାଦର ଏକ କାହାଣୀ

ପରୀରେ ପ୍ରକାଶ ପାଉଥିବା ପ୍ରତ୍ୟେକ କାହାଣୀ ୧୪ଟି ଭାରତୀୟ ଭାଷାରେ ପୁନର୍ବାର ଭିନ୍ନ ରୂପ ନେଇଥାଏ। ଏହି ପ୍ରକ୍ରିୟାରେ ସାମିଲ ରହିଥିବା ସୁଖ ଓ ଦୁଃଖ ପ୍ରାୟତଃ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥାଏ। ୩୦ ସେପ୍ଟେମ୍ବରରେ ପାଳନ କରାଯାଉଥିବା ଅନ୍ତର୍ଜାତୀୟ ଅନୁବାଦ ଦିବସରେ, ଆମ ଭାରତୀୟ ଭାଷା ସମ୍ପାଦକମାନେ ନିଜ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଛନ୍ତି

Translator

OdishaLIVE

Illustrations

Labani Jangi

Want to republish this article? Please write to [email protected] with a cc to [email protected]

Author

PARIBhasha Team

ପରୀ ଭାଷା ହେଉଛି ଆମର ଅଭିନବ ଭାରତୀୟ ଭାଷା କାର୍ଯ୍ୟକ୍ରମ ଯାହା ବିଭିନ୍ନ ଭାରତୀୟ ଭାଷାରେ ପରୀ କାହାଣୀଗୁଡ଼ିର ରିପୋର୍ଟିଂ ଏବଂ ଅନୁବାଦକୁ ସମର୍ଥନ କରିଥାଏ। ପରୀରେ ପ୍ରତ୍ୟେକ କାହାଣୀର ଯାତ୍ରାରେ ଅନୁବାଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ସମ୍ପାଦକ, ଅନୁବାଦକ ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଆମ ସହଯୋଗୀମାନେ ଦେଶର ବିବିଧ ଭାଷାଗତ ଓ ସାଂସ୍କୃତିକ ପରିଦୃଶ୍ୟକୁ ପ୍ରତିନିଧିତ୍ୱ କରିଥାନ୍ତି ଏବଂ କାହାଣୀଗୁଡ଼ିକ ଯେଉଁ ଲୋକମାନଙ୍କ ଠାରୁ ଆସିଛି ପୁଣିଥରେ ସେମାନଙ୍କ ପାଖକୁ ଫେରିଯାଉ ଓ ସେମାନଙ୍କର ପ୍ରତିନିଧିତ୍ୱ କରୁ ବୋଲି ସୁନିଶ୍ଚିତ କରିଛନ୍ତି।

Illustrations

Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।