in-srinagar-harissa-is-best-served-hot-or

Srinagar, Jammu and Kashmir

Mar 30, 2024

ଶ୍ରୀନଗରରେ ଗରମ ହରିସାର ସ୍ୱାଦ

କାଶ୍ମୀରରେ ଶୀତ ମାସରେ, ମହମ୍ମଦ ଶୋଏବ୍‌ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କୁ ହରିସା ପରଷି ଦିଅନ୍ତି ଯାହାକି ଚାଉଳ ଓ ମେଣ୍ଢା ଛୁଆଙ୍କ ମାଂସରେ ପ୍ରସ୍ତୁତ ହୋଇଥିବା ଏକ ଜଳଖିଆ । ଶହ ଶହ ବର୍ଷ ପୁରୁଣା ପାରମ୍ପରିକ ଖାଦ୍ୟ କେନ୍ଦ୍ରରେ ଥିବା ତାଙ୍କର ଦୋକାନ ଖୁବ୍‌ ଲୋକପ୍ରିୟ ଏବଂ ସକାଳ ୧୦ଟା ସୁଦ୍ଧା ତାଙ୍କର ସବୁତକ ବ୍ୟଞ୍ଜନ ବିକ୍ରି ହୋଇଯାଏ

Want to republish this article? Please write to [email protected] with a cc to [email protected]

Author

Muzamil Bhat

ମୁଜାମିଲ୍ ଭଟ ହେଉଛନ୍ତି ଶ୍ରୀନଗରରେ ବାସ କରୁଥିବା ଜଣେ ମୁକ୍ତବୃତ୍ତ ଫଟୋ ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତା ଏବଂ ସେ 2022 ର ପରୀ ଫେଲୋ ଥିଲେ।

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।