in-santipur-weaving-plays-one-at-a-time-or

Nadia, West Bengal

May 01, 2025

ଶାନ୍ତିପୁରରେ : ଏକ ସଙ୍ଗେ ଚାଲିଛି ବୟନ ଓ ଅଭିନୟ

ଅସିତ ପ୍ରମାଣିକ ଜଣେ ସାଧାରଣ ବୁଣାକାର ନୁହନ୍ତି - ସେ ମଧ୍ୟ ଜଣେ ଚମତ୍କାର ମଞ୍ଚ ଅଭିନେତା। ତନ୍ତରେ ତାଙ୍କର ପରିଶ୍ରମ ଏବଂ ମଞ୍ଚ ପ୍ରତି ତାଙ୍କର ଭଲ ପାଇବା, ଅସ୍ତିତ୍ୱ ପାଇଁ ଜଣେ ଶ୍ରମିକର ସଂଘର୍ଷକୁ ଦର୍ଶାଇଥାଏ। ୧ ମଇ ୨୦୨୫ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ପ୍ରସ୍ତୁତ ଏହି ଆଲେଖ୍ୟ

Want to republish this article? Please write to [email protected] with a cc to [email protected]

Author

Tarpan Sarkar

ତର୍ପୁନ ସରକାର ଜଣେ ଲେଖକ, ଅନୁବାଦକ ଏବଂ ଗ୍ରାଫିକ୍‌ ଡିଜାଇନର। ସେ ଯାଦବପୁର ବିଶ୍ୱବିଦ୍ୟାଳୟରୁ ‘କମ୍ପେୟାରେଟିଭ୍‌ ଲିଟରେଚର’ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

Editor

Smita Khator

ସ୍ମିତା ଖାଟୋର ହେଉଛନ୍ତି ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆ (ପରୀ)ର ଭାରତୀୟ ଭାଷା କାର୍ଯ୍ୟକ୍ରମ ପରୀଭାଷାର ମୁଖ୍ୟ ଅନୁବାଦ ସମ୍ପାଦକ। ଅନୁବାଦ, ଭାଷା ଏବଂ ଅଭିଲେଖ ଆଦି ହେଉଛି ତାଙ୍କ କାର୍ଯ୍ୟ କ୍ଷେତ୍ର। ସେ ମହିଳାମାନଙ୍କ ସମସ୍ୟା ଏବଂ ଶ୍ରମ ସମ୍ପର୍କରେ ଲେଖନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।