in-rai-a-long-wait-for-justice-or

Sonipat, Haryana

Jan 22, 2024

ରାଇରେ : ନ୍ୟାୟ ପାଇଁ ଦୀର୍ଘ ଦିନର ଅପେକ୍ଷା

ହରିୟାଣା ସୋନିପତର ଶିଳ୍ପ କେନ୍ଦ୍ରରେ ଥିବା ଏକ କାରଖାନାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ନ୍ୟାୟ ପାଇବା ଲାଗି ତାଙ୍କ ପରିବାର ସଂଘର୍ଷ ସେମାନଙ୍କୁ ଉତ୍ତର ଅପେକ୍ଷା ପ୍ରଶ୍ନ ଜାଲରେ ଅଧିକ ଛନ୍ଦି ଦେଇଛି

Student Reporter

Navya Asopa

Translator

OdishaLIVE

Want to republish this article? Please write to [email protected] with a cc to [email protected]

Student Reporter

Navya Asopa

ନବ୍ୟା ଅସୋପା ସୋନିପତ୍‌ ସ୍ଥିତ ଅଶୋକା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ଓ ଗଣମାଧ୍ୟମ ଅଧ୍ୟୟନ ବିଷୟରେ ତୃତୀୟବର୍ଷ ସ୍ନାତକ ଛାତ୍ରୀ ଅଟନ୍ତି। ସେ ସାମ୍ବାଦିକ ହେବାକୁ ଚାହାନ୍ତି ଏବଂ ଭାରତରେ ବିକାଶ, ପ୍ରବାସ ଓ ରାଜନୀତି ପ୍ରସଙ୍ଗରେ ଅନ୍ୱେଷଣ କରିବାକୁ ଆଗ୍ରହୀ।

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।