in-punjab-thatheras-fix-what-cannot-be-repaired-or

Nov 27, 2023

ପଞ୍ଜାବରେ, ଏବେ କେବଳ ମରାମତିରେ ସୀମିତ ଠଠେରାଙ୍କ କାରିଗରୀ

ଧାତୁ ନିର୍ମିତ ବାସନକୁସନ ତିଆରିରେ ଦକ୍ଷ ଠଠେରା ସଂପ୍ରଦାୟର କାରିଗରମାନେ କେବଳ ହାତ ଉପକରଣ ବ୍ୟବହାର କରି ଯେ କୌଣସି ଅଣ-ଲୌହଘଟିତ ଧାତୁରେ ତିଆରି ବାସନ ମରାମତି କରିପାରନ୍ତି। ହେଲେ, ରନ୍ଧାଘରେ ଷ୍ଟିଲ ବାସନକୁସନର ଲୋକପ୍ରିୟତା ବଢ଼ିବା ସହିତ ସେମାନଙ୍କ ଦକ୍ଷତାର ଚାହିଦା ହ୍ରାସ ପାଇବାରେ ଲାଗିଛି

Want to republish this article? Please write to [email protected] with a cc to [email protected]

Author

Arshdeep Arshi

ଅର୍ଶଦୀପ ଅର୍ଶି ଚଣ୍ଡୀଗଡ଼ର ଜଣେ ସ୍ୱାଧୀନ ସାମ୍ବାଦିକ ଏବଂ ଅନୁବାଦକ ଏବଂ ସେ ନ୍ୟୁଜ୍18 ପଞ୍ଜାବ ଓ ହିନ୍ଦୁସ୍ତାନ ଟାଇମସରେ କାମ କରିଛନ୍ତି। ସେ ପାତିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟରୁ ଇଂଲିଶ ସାହିତ୍ୟରେ ଏମ୍.ଫିଲ ଉପାଧି ହାସଲ କରିଛନ୍ତି।

Editor

Shaoni Sarkar

ଶାଓନି ସରକାର କୋଲକାତାରେ ରହୁଥିବା ଜଣେ ମୃକ୍ତବୃତ୍ତିର ସାମ୍ବାଦିକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।