in-punjab-holidays-spent-labouring-in-the-fields-or

Sri Muktsar Sahib District, Punjab

Dec 09, 2023

ପଞ୍ଜାବରେ : ଛୁଟିଦିନ କ୍ଷେତରେ ମଜୁରି ଖଟିବାରେ ବିତିଯାଏ

ଖୁଣ୍ଡେ ହଲାଲରେ ଭୂମିହୀନ ଦଳିତ ପିଲାମାନେ ଚାଷ ଜମିରେ ମଜୁରି କାମ କରି ନିଜ ଛୁଟି ବିତାଇଥା’ନ୍ତି। ସେମାନେ ଯେଉଁ ଟଙ୍କା ରୋଜଗାର କରିଥାନ୍ତି ସେଥିରେ ଘର ଚଳାଇବା ଓ ପରୀକ୍ଷା ପାଇଁ ଆବଶ୍ୟକ ସ୍ମାର୍ଟ ଫୋନ୍‌ କିଣିବା ଭଳି ଅନ୍ୟ ଖର୍ଚ୍ଚରେ ସହାୟତା ମିଳିଥାଏ

Want to republish this article? Please write to [email protected] with a cc to [email protected]

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

Author

Sanskriti Talwar

ସଂସ୍କୃତି ତଲୱାର ଦିଲ୍ଲୀରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକା ଏବଂ ୨୦୨୩ର ଜଣେ ପରୀ ଏମଏମଏଫ ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।