in-pune-waiting-for-the-cows-to-come-home-or

Pune, Maharashtra

May 03, 2024

ପୁନେ: ଗାଈମାନଙ୍କ ଘରବାହୁଡ଼ାକୁ ଅପେକ୍ଷା

୨୦୧୪ ମସିହାରୁ ଭାରତର ବିଭିନ୍ନ ଭାଗରେ ଗୋ-ସୁରକ୍ଷା ସଂକ୍ରାନ୍ତ ସତର୍କତା ଦ୍ରୁତ ହାରରେ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳ ଅର୍ଥନୀତିରେ ଗାଈମାନଙ୍କ ଭୂମିକାର ଗୁରୁତ୍ୱ ବିଚାରକୁ ନେଲେ, ଗୋରୁଗାଈ ବୋଝେଇ ଟ୍ରକ୍‌ର ଡ୍ରାଇଭରମାନଙ୍କ ଉପରେ ଆକ୍ରମଣ ଯୋଗୁଁ ଚାଷୀ ଓ ବ୍ୟବସାୟୀଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି। ମହାରାଷ୍ଟ୍ରର ପୁନେ ଏବଂ ସାତାରା ଜିଲ୍ଲାରେ ସଂଘଟିତ ଏଭଳି କେତେକ ଘଟଣା ଉପରେ ‘ପରୀ’ର ରିପୋର୍ଟ

Editor

PARI Desk

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Editor

PARI Desk

ପରୀ ସମ୍ପାଦକୀୟ ବିଭାଗ ଆମ ସମ୍ପାଦନା କାର୍ଯ୍ୟର ପ୍ରମୁଖ କେନ୍ଦ୍ର। ସାରା ଦେଶରେ ଥିବା ଖବରଦାତା, ଗବେଷକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକଙ୍କ ସହିତ ସମ୍ପାଦକୀୟ ଦଳ କାର୍ଯ୍ୟ କରିଥାଏ। ସମ୍ପାଦକୀୟ ବିଭାଗ ପରୀ ଦ୍ୱାରା ପ୍ରକାଶିତ ଲେଖା, ଭିଡିଓ, ଅଡିଓ ଏବଂ ଗବେଷଣା ରିପୋର୍ଟର ପ୍ରଯୋଜନା ଓ ପ୍ରକାଶନକୁ ପରିଚାଳନା କରିଥାଏ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।