in-nagaland-women-weave-through-challenges-or

Phek, Nagaland

Oct 25, 2024

ନାଗାଲାଣ୍ଡରେ: ମହିଳାମାନେ ଆହ୍ୱାନ ଭିତରେ ବୁଣାବୁଣି କରନ୍ତି

ଚାଖେଞ୍ଚା ଜନଜାତିର ମହିଳାମାନଙ୍କ ପାଇଁ ବୁଣାବୁଣି ଏକ ପାରମ୍ପରିକ ବୃତ୍ତି, ଗୋଟିଏ ପିଢ଼ିରୁ ଆଉ ଏକ ପିଢ଼ିକୁ ଚାଲିଆସିଛି । କିନ୍ତୁ ମଜୁରୀ କମ୍ ବୋଲି ମହିଳାମାନେ କହିଛନ୍ତି ଏବଂ ସେମାନେ ମେସିନ୍ ତିଆରି ଉତ୍ପାଦଠାରୁ ମଧ୍ୟ ପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତି

Want to republish this article? Please write to [email protected] with a cc to [email protected]

Author

Moalemba Jamir

ମୋଆ ଜମୀର (ମୋଆଲେମ୍ବା) ହେଉଛନ୍ତି ‘ଦି ମୋରୁଙ୍ଗ ଏକ୍ସପ୍ରେସ’ର ଆସୋସିଏଟ୍ ଏଡିଟର୍ । ୧୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ସାମ୍ବାଦିକ ଏବଂ ଶାସନ ଓ ଜନନୀତି, ଲୋକପ୍ରିୟ ସଂସ୍କୃତି ଓ ପରିବେଶ କ୍ଷେତ୍ରରେ ତାଙ୍କର ଆଗ୍ରହ ରହିଛି । ୨୦୨୩ର ସେ ଜଣେ PARI-MMF ଫେଲୋ ।

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।