Dharashiv, Maharashtra •
Aug 22, 2025
Author
Ira Deulgaonkar
ଇରା ଦେଓଲଗାଁଓକର ୟୁକେ ସସେକ୍ସସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଷ୍ଟଡିଜ୍ରେ ପି.ଏଚ.ଡି ଶିକ୍ଷାଲାଭ କରୁଛନ୍ତି। ସେ ଗ୍ଲୋବାଲ ସାଉଥରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଦୁର୍ବଳପ୍ରାୟ ସମୁଦାୟଙ୍କ ଉପରେ ପାଣିପାଗ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଗବେଷଣା କରୁଛନ୍ତି। ସେ ୨୦୨୦ ମସିହାରେ ପରୀର ଇଣ୍ଟର୍ଣ୍ଣ ଭାବେ ମଧ୍ୟ କାମ କରିଛନ୍ତି।
Translator
OdishaLIVE