in-darjeeling-women-porters-carry-the-weight-or

Darjeeling, West Bengal

Mar 22, 2024

ଦାର୍ଜିଲିଂ ସହରରେ ବୋଝ ବୋହୁଥିବା ମହିଳା କୁଲି

ମୁଖ୍ୟତଃ ନେପାଳରୁ ଆସିଥିବା ଥାମୀ ସମ୍ପ୍ରଦାୟର ମହିଳାମାନେ ଦାର୍ଜିଲିଂର ପାହାଡ଼ିଆ ଅଞ୍ଚଳରେ ଗ୍ୟାସ ସିଲିଣ୍ଡର, ପନିପରିବା, ପାଣି ଏବଂ ଜରୁରୀ ସାମଗ୍ରୀ ବୋହି ଉପରେ ପହଞ୍ଚାଇଥାନ୍ତି ଓ ତଳକୁ ଆଣନ୍ତି । ସେମାନେ ପୁରୁଷ କୁଲିଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଭାରୀ ସାମଗ୍ରୀ ବୋହୁଥିଲେ ମଧ୍ୟ ଅତି କମ୍‌ ବେତନ ପାଆନ୍ତି

Student Reporter

Rhea Chhetri

Translator

OdishaLIVE

Want to republish this article? Please write to [email protected] with a cc to [email protected]

Student Reporter

Rhea Chhetri

ରିୟା ଛେତ୍ରୀ ନିକଟରେ ନୋଏଡ଼ାର ଆମିଟି ବିଶ୍ୱବିଦ୍ୟାଳୟରୁ ଗଣଯୋଗାଯୋଗ ଓ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସେ ଦାର୍ଜିଲିଂର ବାସିନ୍ଦା ହୋଇଥିବା ବେଳେ ୨୦୨୩ରେ ପରୀ ପାଇଁ ଇଣ୍ଟର୍ନସିପ୍‌ କରିବା ସମୟରେ ଏହି କାହାଣୀ ପ୍ରସ୍ତୁତ କରିଥିଲେ।

Editor

Sanviti Iyer

ସନ୍ୱିତୀ ଆୟାର ପିପୁଲ୍ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆରେ ଜଣେ ବିଷୟବସ୍ତୁ ସଂଯୋଜିକା ଭାବେ କାର୍ଯ୍ୟ କରୁଛନ୍ତି। ଗ୍ରାମୀଣ ଭାରତର ପ୍ରସଙ୍ଗ ଉପରେ ଦସ୍ତାବିଜ ସଂଗ୍ରହ କରିବା ଏବଂ ରିପୋର୍ଟ ପ୍ରସ୍ତୁତ କରିବାରେ ସହାୟତା ଲାଗି ସେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ କାମ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।