in-bihar-muslim-khalifa-keeps-alha-udal-alive-or

Samastipur, Bihar

Sep 22, 2023

ବିହାରରେ, ଆଲ୍‌ହା-ଉଦଲଙ୍କୁ ଜୀବିତ ରଖିଛନ୍ତି ମୁସଲିମ ଖଲିଫା

ବିହାରର ଏକମାତ୍ର ଲୋକଗାୟକ ସାରା ରାଜ୍ୟରେ ଆଲ୍‌ହା-ଉଦଲ (ରୁଦାଲ) କାହାଣୀକୁ ପ୍ରସାରିତ କରୁଛନ୍ତି, ସେ ଚାଷ ଜମି, ବିବାହ ଉତ୍ସବ ଏବଂ ଘରୋଇ କାର୍ଯ୍ୟକ୍ରମରେ ଗୀତ ଗାଉଛନ୍ତି। ପୁରୁଣା ଦିନ କଥା ମନେ ପକାଇ ସେ କୁହନ୍ତି, ଏକଦା ତାଙ୍କର ବିଶେଷ ଚାହିଦା ରହୁଥିଲା, କିନ୍ତୁ ଏବେ ଏହି ଲମ୍ବା ସଙ୍ଗୀତମୟ, ଏକ ଯୋଦ୍ଧା ଯୋଡ଼ିଙ୍କ ୮୦୦ ବର୍ଷ ପୁରୁଣା କାହାଣୀ ପ୍ରତି ରୁଚି କମିଯାଉଥିବା ସେ କହିଥାନ୍ତି

Want to republish this article? Please write to [email protected] with a cc to [email protected]

Author

Umesh Kumar Ray

ଉମେଶ କୁମାର ରାଏ ହେଉଛନ୍ତି ଜଣେ ‘ପରୀ’ ଫେଲୋ (୨୦୨୨)। ସେ ବିହାରେ ରହୁଥିବା ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଯେ କି ସମାଜର ଅବହେଳିତ ବର୍ଗଙ୍କ ଉପରେ ଲେଖାଲେଖି କରନ୍ତି।

Editor

Devesh

ଦେବେଶ ଜଣେ କବି, ସାମ୍ବାଦିକ, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକ। ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆରେ ହିନ୍ଦୀ ଭାଷା ସମ୍ପାଦକ ଓ ହିନ୍ଦୀ ଅନୁବାଦ ସମ୍ପାଦକ।

Editor

Shaoni Sarkar

ଶାଓନି ସରକାର କୋଲକାତାରେ ରହୁଥିବା ଜଣେ ମୃକ୍ତବୃତ୍ତିର ସାମ୍ବାଦିକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।