in-bihar-dead-adivasis-tell-their-tales-or

Jamui, Bihar

Oct 16, 2025

ବିହାରରେ ‘ମୃତ’ ଆଦିବାସୀମାନେ କହନ୍ତି ସେମାନଙ୍କ କଥା

ବିହାରରେ ନିକଟରେ ମତଦାତା ତାଲିକାରେ ହୋଇଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ’ ବା ସ୍ପେସିଆଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) ବେଳେ ଏକାଧିକ ଆଦିବାସୀଙ୍କ ନାଁ ମତଦାତା ତାଲିକାରୁ କଟିଯାଇଛି, ସେମାନଙ୍କୁ ‘ମୃତ’ ଭାବେ ଚିହ୍ନଟ କରାଯାଇଛି । ଏହା ଦ୍ଵାରା କେବଳ ମତଦାନ ଅଧିକାର ହରାଇଥିବା ଯୋଗୁଁ ନୁହେଁ, ବରଂ ସେମାନେ ନିର୍ଭର କରୁଥିବା ରାଜ୍ୟର ସୁବିଧା ସୁଯୋଗ ସେମାନଙ୍କୁ ମିଳିବ ନାହିଁ ବୋଲି ସେମାନେ ଚିନ୍ତିତ

Want to republish this article? Please write to [email protected] with a cc to [email protected]

Author

Umesh Kumar Ray

ଉମେଶ କୁମାର ରାୟ ହେଉଛନ୍ତି ତକ୍ଷଶିଳା-ପରୀ ବରିଷ୍ଠ ଫେଲୋଶିପର ପ୍ରଥମ ପ୍ରାପକ (୨୦୨୫) । ସେ ବିହାରରେ ରହୁଥିବା ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ସମାଜର ଦୁର୍ବଳ ଶ୍ରେଣୀ ବିଷୟରେ ଲେଖନ୍ତି। ଉମେଶ ୨୦୨୨ରେ ‘ପରୀ ଫେଲୋ’ ଥିଲେ ।

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।