in-banswara-domestic-ties-that-bind-and-gag-or

Banswara, Rajasthan

Feb 26, 2024

ବାନ୍‌ସ୍ୱାରା : ଘରୋଇ ବନ୍ଧନ ଯାହା ବାନ୍ଧିଥାଏ ଓ ଚାପିଥାଏ

କୁଶଲଗଡ଼ ତହସିଲର ୧୯ ବର୍ଷୀୟା ଭିଲ୍‌ ଯୁବତୀ ଦିୟାଙ୍କୁ ଅପହରଣ କରିନିଆଗଲା, ଅଟକ ରଖାଗଲା, କାମ କରିବାକୁ ବାଧ୍ୟ କରାଗଲା, ହିଂସାତ୍ମକ ନିର୍ଯାତନା ଦିଆଗଲା, ପରିତ୍ୟାଗ କରି ଦିଆଗଲା ଏବଂ ଯେତେବେଳେ ସେ ନିଜ ସ୍ଥିତିର ପ୍ରତିବାଦ କଲେ ତାଙ୍କୁ ଗଣବଳାତ୍କାର କରାଗଲା। ତାଙ୍କ ଭଳି ସଂଖ୍ୟାଧିକ ମାମଲାରେ ବିବାହ ପ୍ରଲୋଭନ ଦେଖାଇ ଅଳ୍ପ ବୟସର ଯୁବତୀମାନଙ୍କୁ ବେଆଇନ ଭାବେ ଚାଲାଣ ଓ ବିକ୍ରି କରାଯିବା ଭଳି ଘଟଣା ଦୃଷ୍ଟି ଆଢ଼ୁଆଳରେ ରହି ଯାଉଛି

Series Editor

Anubha Bhonsle

Illustration

Priyanka Borar

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

Illustration

Priyanka Borar

ପ୍ରିୟଙ୍କା ବୋରାର ହେଉଛନ୍ତି ଜଣେ ନ୍ୟୁ ମିଡିଆ କଳାକାର ଯିଏ ନୂତନ ଅର୍ଥ ଓ ଅଭିବ୍ୟକ୍ତି ଆବିଷ୍କାର କରିବା ପାଇଁ ବିଭିନ୍ନ ଟେକ୍ନୋଲୋଜି ପ୍ରୟୋଗ ସମ୍ବନ୍ଧିତ ପ୍ରୟୋଗ କରନ୍ତି। ସେ ଶିକ୍ଷାଲାଭ ଓ ଖେଳ ପାଇଁ ବିଭିନ୍ନ ଅନୁଭୂତି ଡିଜାଇନ୍‌ କରିବାକୁ ଭଲ ପାଆନ୍ତି। ସେ ଇଣ୍ଟରଆକ୍ଟିଭ୍‌ ମିଡିଆରେ କାମ କରିବାକୁ ଯେତେ ଭଲ ପାଆନ୍ତି ପାରମ୍ପରିକ କଲମ ଓ କାଗଜରେ ମଧ୍ୟ ସେତିକି ସହଜତା ସହିତ କାମ କରିପାରନ୍ତି।

Series Editor

Anubha Bhonsle

ଅନୁଭା ଭୋଁସଲେ୨୦୧୫ର ଜଣେ ପରୀ ଫେଲୋ, ସ୍ୱାଧୀନ ସାମ୍ବାଦିକ ଏବଂ ଆଇସିଏଫ୍‌ଜେ ନାଇଟ୍‌ ଫେଲୋ, ଏବଂ ମଣିପୁରର ଅଶାନ୍ତ ଇତିହାସ ଏବଂ ସଶସ୍ତ୍ର ସେନାବାହିନୀର ବିଶେଷ କ୍ଷମତା ଆଇନର ପ୍ରଭାବ ଉପରେ ଲିଖିତ ‘‘ ମଦର୍ ହ୍ୱେୟାର୍ ଇଜ୍ ମାଇଁ କଣ୍ଟ୍ରିର ପ୍ରଣେତା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।