in-2023-paribhasha-builds-a-peoples-archive-in-peoples-languages-or

Dec 27, 2023

୨୦୨୩ ‘ପରୀ’ଭାଷା – ଲୋକଙ୍କ ଭାଷାରେ ଲୋକଙ୍କର ଏକ ଅଭିଲେଖାଗାର

‘ପରୀ’ର ଲେଖାଗୁଡ଼ିକ ୧୪ଟି ଭାରତୀୟ ଭାଷାରେ - ପ୍ରାୟତଃ ଏକକାଳୀନ- ପ୍ରକାଶିତ ହୁଏ ଏବଂ ସାମ୍ବାଦିକତାର ଏକ ବହୁଭାଷୀ ମଞ୍ଚ ରୂପରେ ଏହି ୱେବସାଇଟର ଅନନ୍ୟ ଉପସ୍ଥିତିକୁ ଏହା ହିଁ ପ୍ରମାଣିତ କରେ । ହେଲେ ତାହା ସଂପୂର୍ଣ୍ଣ କାହାଣୀର କେବଳ କିଛି ଅଂଶ ମାତ୍ର... ଆଉ ଅଧିକ ଜାଣିବା ଲାଗି ‘ପରୀ’ଭାଷାରେ ପଢ଼ି ଚାଲନ୍ତୁ

Want to republish this article? Please write to [email protected] with a cc to [email protected]

Author

PARIBhasha Team

ପରୀ ଭାଷା ହେଉଛି ଆମର ଅଭିନବ ଭାରତୀୟ ଭାଷା କାର୍ଯ୍ୟକ୍ରମ ଯାହା ବିଭିନ୍ନ ଭାରତୀୟ ଭାଷାରେ ପରୀ କାହାଣୀଗୁଡ଼ିର ରିପୋର୍ଟିଂ ଏବଂ ଅନୁବାଦକୁ ସମର୍ଥନ କରିଥାଏ। ପରୀରେ ପ୍ରତ୍ୟେକ କାହାଣୀର ଯାତ୍ରାରେ ଅନୁବାଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ସମ୍ପାଦକ, ଅନୁବାଦକ ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଆମ ସହଯୋଗୀମାନେ ଦେଶର ବିବିଧ ଭାଷାଗତ ଓ ସାଂସ୍କୃତିକ ପରିଦୃଶ୍ୟକୁ ପ୍ରତିନିଧିତ୍ୱ କରିଥାନ୍ତି ଏବଂ କାହାଣୀଗୁଡ଼ିକ ଯେଉଁ ଲୋକମାନଙ୍କ ଠାରୁ ଆସିଛି ପୁଣିଥରେ ସେମାନଙ୍କ ପାଖକୁ ଫେରିଯାଉ ଓ ସେମାନଙ୍କର ପ୍ରତିନିଧିତ୍ୱ କରୁ ବୋଲି ସୁନିଶ୍ଚିତ କରିଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।