i-work-for-days-and-earn-nothing-or

Srinagar, Jammu and Kashmir

Jul 12, 2023

‘ଦିନ ପରେ ଦିନ କାମ କରେ, ହେଲେ ମୋର ରୋଜଗାର ଶୂନ’

ପଶ୍ମିନା ସାମଗ୍ରୀ ପାଇଁ ସୂତା କାଟୁଥିବା ମହିଳାମାନେ ଏହି ଅତି କୁଶଳୀ କାମ ବଦଳରେ ଖୁବ୍‌ କମ୍‌ ରୋଜଗାର କରନ୍ତି। ଏହି ପାରମ୍ପରିକ ବୃତ୍ତିକୁ, ନୂତନ ପିଢ଼ିର ଯୁବକ/ଯୁବତୀମାନେ ଆଗେଇ ନେବା ଦିଗରେ ଅନିଚ୍ଛୁକ ହେଲେଣି

Want to republish this article? Please write to [email protected] with a cc to [email protected]

Author

Muzamil Bhat

ମୁଜାମିଲ୍ ଭଟ ହେଉଛନ୍ତି ଶ୍ରୀନଗରରେ ବାସ କରୁଥିବା ଜଣେ ମୁକ୍ତବୃତ୍ତ ଫଟୋ ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତା ଏବଂ ସେ 2022 ର ପରୀ ଫେଲୋ ଥିଲେ।

Editor

Punam Thakur

ପୁନମ ଠାକୁର ଦିଲ୍ଲୀର ଜଣେ ମୁକ୍ତବୃତ୍ତି ସାମ୍ବାଦିକ ଏବଂ ରିପୋର୍ଟିଂ ଓ ସଂପାଦନାରେ ତାଙ୍କର ଅଭିଜ୍ଞତା ରହିଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।