i-will-never-again-sing-in-assamese-or

Hojai, Assam

Mar 13, 2025

‘ମୁଁ (ଆଉ) କେବେ ଅହମୀୟାରେ ଗାଇବି ନାହିଁ’

ଗାୟିକା ଏବଂ ୟୁଟ୍ୟୁବର୍‌ ଆଫିୟା ଖାତୁନ ଅହମୀୟାରେ ଗୋଟିଏ ଗୀତ ଗାଇବା କାରଣରୁ ସୋସିଆଲ ମିଡିଆରେ ତାଙ୍କର ପରିଚୟକୁ ନେଇ ପ୍ରଶ୍ନ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଏହା ସତ୍ତ୍ୱେ ସେ ନିଜ କଳାକୁ ଜାରି ରଖିଛନ୍ତି

Want to republish this article? Please write to [email protected] with a cc to [email protected]

Author

Arshad Ahmed

ଅର୍ଶଦ ଅହମ୍ମଦ ଆସାମର ଜଣେ ନିରପେକ୍ଷ ସାମ୍ବାଦିକ ସେ ବଞ୍ଚିତ ସମ୍ପ୍ରଦାୟ, ରାଜନୀତି ଏବଂ ପରିବେଶ ପ୍ରସଙ୍ଗରେ ଲେଖନ୍ତି।

Editor

Swadesha Sharma

ସ୍ୱଦେଶା ଶର୍ମା ଜଣେ ଗବେଷିକା ଏବଂ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କଣ୍ଟେଣ୍ଟ ଏଡିଟର। PARIର ପାଠାଗାର ନିମନ୍ତେ ସମ୍ବଳ ନିୟୋଜନ ସକାଶେ ସେ ସ୍ୱେଚ୍ଛାସେବୀମାନଙ୍କ ସହିତ ମଧ୍ୟ କାର୍ଯ୍ୟ କରନ୍ତି

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।