i-dont-want-to-go-home-or

New Delhi, Delhi

Aug 27, 2024

‘ମୁଁ ଘରକୁ ଯିବା ଲାଗି ଚାହୁଁନାହିଁ’

ପ୍ରାୟ ସବୁ ସମୟରେ ସେମାନେ ସଂପର୍କୀୟ ଓ ପରିଚିତ ଲୋକଙ୍କ ଦ୍ୱାରା ଯୌନ ଓ ଲିଙ୍ଗଭିତ୍ତିକ ହିଂସାର ଶିକାର ହୁଅନ୍ତି । ଆସାମର ଜଣେ ଛୋଟ ଝିଅ, କୋମଲଙ୍କ କ୍ଷେତ୍ରରେ ତାହା ହିଁ ଘଟିଥିଲା ଏବଂ ଶେଷରେ ସେଥିରୁ ‘ଖସି ଯାଇ’ ସେ ପହଞ୍ଚିଥିଲେ ଦିଲ୍ଲୀର ବେଶ୍ୟାଳୟରେ । ଜୀବନରେ ଦ୍ୱିତୀୟ ଥର ପାଇଁ ଉଦ୍ଧାର କରାଯିବା ପରେ, ପୋଲିସ ତାଙ୍କୁ ତାଙ୍କ ଘରକୁ ପଠାଇ ଦେଉଛି, ଯେଉଁ ସ୍ଥାନରେ ରହୁଛି ତାଙ୍କ ଧର୍ଷଣକାରୀ

Illustration

Priyanka Borar

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Pari Saikia

ପରୀ ସାଇକିଆ ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ ସେ ଦକ୍ଷିଣ-ପୂର୍ବ ଏସିଆ ଏବଂ ୟୁରୋପରେ ମାନବ ଚାଲାଣ ସଂପର୍କିତ ନଥି ପ୍ରସ୍ତୁତ କରନ୍ତି। ସେ ଜର୍ଣ୍ଣାଲିଜ୍‌ମ ଫଣ୍ଡ, ୟୁରୋପର ୨୦୨୩, ୨୦୨୨ ଏବଂ ୨୦୨୧ର ଜଣେ ଫେଲୋ।

Illustration

Priyanka Borar

ପ୍ରିୟଙ୍କା ବୋରାର ହେଉଛନ୍ତି ଜଣେ ନ୍ୟୁ ମିଡିଆ କଳାକାର ଯିଏ ନୂତନ ଅର୍ଥ ଓ ଅଭିବ୍ୟକ୍ତି ଆବିଷ୍କାର କରିବା ପାଇଁ ବିଭିନ୍ନ ଟେକ୍ନୋଲୋଜି ପ୍ରୟୋଗ ସମ୍ବନ୍ଧିତ ପ୍ରୟୋଗ କରନ୍ତି। ସେ ଶିକ୍ଷାଲାଭ ଓ ଖେଳ ପାଇଁ ବିଭିନ୍ନ ଅନୁଭୂତି ଡିଜାଇନ୍‌ କରିବାକୁ ଭଲ ପାଆନ୍ତି। ସେ ଇଣ୍ଟରଆକ୍ଟିଭ୍‌ ମିଡିଆରେ କାମ କରିବାକୁ ଯେତେ ଭଲ ପାଆନ୍ତି ପାରମ୍ପରିକ କଲମ ଓ କାଗଜରେ ମଧ୍ୟ ସେତିକି ସହଜତା ସହିତ କାମ କରିପାରନ୍ତି।

Editor

Anubha Bhonsle

ଅନୁଭା ଭୋଁସଲେ୨୦୧୫ର ଜଣେ ପରୀ ଫେଲୋ, ସ୍ୱାଧୀନ ସାମ୍ବାଦିକ ଏବଂ ଆଇସିଏଫ୍‌ଜେ ନାଇଟ୍‌ ଫେଲୋ, ଏବଂ ମଣିପୁରର ଅଶାନ୍ତ ଇତିହାସ ଏବଂ ସଶସ୍ତ୍ର ସେନାବାହିନୀର ବିଶେଷ କ୍ଷମତା ଆଇନର ପ୍ରଭାବ ଉପରେ ଲିଖିତ ‘‘ ମଦର୍ ହ୍ୱେୟାର୍ ଇଜ୍ ମାଇଁ କଣ୍ଟ୍ରିର ପ୍ରଣେତା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।