i-am-unable-to-sell-chhaj-in-this-heat-or

Fazilka, Punjab

Sep 04, 2025

‘ଏହି ଗରମରେ ମୁଁ ବିକ୍ରି [ଛାଜ୍] କରିପାରୁ ନାହିଁ’

ହାତ ତିଆରି ଝୁଡ଼ିର ଚାହିଦା ଦିନକୁ ଦିନ କମିଯାଉଥିବା ସତ୍ତ୍ୱେ କ୍ରିଷ୍ଣା ରାଣୀ ତାଙ୍କ ପରିବାରର ଶହ ଶହ ବର୍ଷ ଧରି ଏହି ଛାଜ୍ ତିଆରି କରିବାର କାରିଗରୀକୁ ଆପଣାଇଛନ୍ତି। ଅବଶ୍ୟ, ପଞ୍ଜାବର ଫାଜିକା ଜିଲ୍ଲାରେ ଗ୍ରୀଷ୍ମପ୍ରବାହ କାରଣରୁ ତାଙ୍କର କାମ ପାଇଁ ନୂଆ ଆହ୍ୱାନ ସୃଷ୍ଟି ହୋଇଛି

Want to republish this article? Please write to [email protected] with a cc to [email protected]

Author

Sanskriti Talwar

ସଂସ୍କୃତି ତଲୱାର ଦିଲ୍ଲୀରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକା ଏବଂ ୨୦୨୩ର ଜଣେ ପରୀ ଏମଏମଏଫ ଫେଲୋ।

Editor

Sangeeta Menon

ସଙ୍ଗୀତା ମେନନ ମୁମ୍ବାଇରେ ଅବସ୍ଥାପିତ ଜଣେ ଲେଖିକା, ସମ୍ପାଦିକା ଓ ସଞ୍ଚାର ପରାମର୍ଶଦାତା।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।