hunger-in-the-belly-of-the-beast-or

Jhargram, West Bengal

Aug 09, 2023

ଅନାହାର ଦ୍ୱାରଦେଶରେ ଥିବା ଅବହେଳିତ ସମୁଦାୟ

ବିଶ୍ୱ ସ୍ଥାନୀୟ ବାସିନ୍ଦା ଆନ୍ତର୍ଜାତୀୟ ଦିବସ ଅବସରରେ, ପଶ୍ଚିମବଙ୍ଗରେ ସବର ଆଦିବାସୀ ସମ୍ପ୍ରଦାୟ ଉପରେ ଏକ ଆଲେଖ୍ୟ। ଯଦିଓ ଏହି ସମୁଦାୟକୁ ଅଣ-ଅଧିସୂଚୀତ କରାଯିବାର ୭୦ ବର୍ଷ ବିତିଗଲାଣି, ତଥାପି ମଧ୍ୟ ସେମାନେ ସାମାଜିକ ବାସନ୍ଦ ଏବଂ ସଂଘର୍ଷର ସମ୍ମୁଖୀନ ହେବା ସହିତ ଅବହେଳିତ ଭାବରେ ଅନାହାରରେ ମରୁଛନ୍ତି। ସେମାନେ ଖାଦ୍ୟ ଓ ଜୀବିକା ପାଇଁ ମୁଖ୍ୟତଃ ସଙ୍କୁଚିତ ହୋଇ ଚାଲିଥିବା ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

କୋଲକାତାରେ ରହୁଥିବା ରୀତାୟନ ମୁଖାର୍ଜୀଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ରହିଛି ଏବଂ ସେ ୨୦୧୬ର ପରୀ ବ୍ୟକ୍ତିତ୍ୱ । ସେ ତିବ୍ଦତୀୟ ମାଳଭୂମି ଅଞ୍ଚଳରେ ଯାଯାବର ପଶୁପାଳକ ସଂପ୍ରଦାୟର ଜୀବନ ଉପରେ ତଥ୍ୟ ସଂଗ୍ରହ କରୁଥିବା ଏକ ଦୀର୍ଘକାଳୀନ ପ୍ରକଳ୍ପରେ କାମ କରୁଛନ୍ତି ।

Editor

Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।