hanging-by-a-thread-karadagas-jali-maker-or

Belagavi, Karnataka

Sep 25, 2023

କାରଦଗାରେ, ଜାଳି ତିଆରି କାମ ସୂତା ଖିଅରେ ଝୁଲିଛି

ଧନଗର ମେଷପାଳକଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଏକ ପାରମ୍ପରିକ ଜାଳି ତିଆରି କରିବା ଲାଗି ୩୦୦ ଫୁଟରୁ ଅଧିକ ଲମ୍ବା ସୂତା ଲାଗିଥାଏ ଏବଂ ଏହାକୁ ୬୦ ଘଣ୍ଟା ଧରି ବୁଣିବାକୁ ହୁଏ । ଜାଳି ହେଉଛି ବେକ ପାଖରୁ ଝୁଲୁଥିବା ଏକ ପଟି ବ୍ୟାଗ । ଏହି ପ୍ରତିସମ ବ୍ୟାଗକୁ ହାତରେ ତିଆରି କରିବାର କଳା ଏବେ କେବଳ କର୍ଣ୍ଣାଟକର ସିଦ୍ଦୁ ଗାୱଡ଼େଙ୍କ ଭଳି କିଛି ମେଷପାଳକଙ୍କ ପାଖରେ ସୀମିତ ରହିଯାଇଛି

Editor

PARI Team

Photo Editor

Binaifer Bharucha

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Editor

PARI Team

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।