hair-collection-a-tangled-life-or

Bangalore, Karnataka

Jun 26, 2023

କେଶ ସଂଗ୍ରହ: ଏକ ଅଡୁଆ ଜୀବନ

ବାଙ୍ଗାଲୋରରେ, ଘରକୁ ଘର ବୁଲି ଆଲୁମିନିୟମ ବାସନ ବଦଳରେ ଲୋକଙ୍କ କେଶ ସଂଗ୍ରହ କରନ୍ତି ୨୩ ବର୍ଷୀୟା ସରସ୍ୱତୀ – ଏହି ଅଦଳବଦଳ ବେପାରର ବି ଏକ ନିର୍ଦ୍ଦିଷ୍ଟ ଋତୁ ରହିଛି। ଚିତ୍ରରେ ଚିତ୍ରରେ କାହାଣୀଟିଏ

Student Reporter

Ria Shah

Translator

OdishaLIVE

Want to republish this article? Please write to [email protected] with a cc to [email protected]

Student Reporter

Ria Shah

ରିଆ ଶାହ ସୃଷ୍ଟି ମନିପାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଆର୍ଟ୍‌, ଡିଜାଇନ ଆଣ୍ଡ ଟେକ୍‌ନୋଲୋଜିରେ ‘ଆର୍ଟସ୍‌ ଆଣ୍ଟ ଇନ୍‌ଫର୍ମେସନ ଡିଜାଇନ୍‌ ପ୍ରାକ୍‌ଟିସେସ୍‌’ ବିଷୟରେ ଅଧିସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

Editor

Sanviti Iyer

ସନ୍ୱିତୀ ଆୟାର ପିପୁଲ୍ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆରେ ଜଣେ ବିଷୟବସ୍ତୁ ସଂଯୋଜିକା ଭାବେ କାର୍ଯ୍ୟ କରୁଛନ୍ତି। ଗ୍ରାମୀଣ ଭାରତର ପ୍ରସଙ୍ଗ ଉପରେ ଦସ୍ତାବିଜ ସଂଗ୍ରହ କରିବା ଏବଂ ରିପୋର୍ଟ ପ୍ରସ୍ତୁତ କରିବାରେ ସହାୟତା ଲାଗି ସେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ କାମ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।