gsp-poetry-music-and-more-or

Pune, Maharashtra

Dec 07, 2023

ଗ୍ରାଇଣ୍ଡମିଲ୍ ସଙ୍ଗସ ପ୍ରୋଜେକ୍ଟ: ଗୀତ, ସଙ୍ଗୀତ ଏବଂ ଆହୁରି ଅଧିକ

୧୦୦,୦୦୦ରୁ ଅଧିକ ଗୀତ ଏବଂ ଶହ ଶହ ଗାଁରେ ରହୁଥିବା ୩,୦୦୦ରୁ ଅଧିକ ପରିବେଷକଙ୍କୁ ନେଇ ଗଢ଼ି ଉଠିଥିବା ଗ୍ରାଇଣ୍ଡମିଲ ସଙ୍ଗସ ପ୍ରୋଜେକ୍ଟ (GSP) ହେଉଛି ସାଧାରଣ ମହିଳାଙ୍କ ସ୍ୱରକୁ ସଂରକ୍ଷଣ କରି ରଖିବାର ଏକ ଅଭୂତପୂର୍ବ ପ୍ରୟାସ। ଏହି ମହିଳାମାନଙ୍କ ମଧ୍ୟରେ ଅଛନ୍ତି ଚାଷୀ, ଶ୍ରମିକ, ମତ୍ସ୍ୟଜୀବୀ, ଏବଂ ସେମାନଙ୍କ ବ୍ୟତୀତ ଝିଅ, ପତ୍ନୀ, ମାଆ ଏବଂ ଭଉଣୀମାନେ ମଧ୍ୟ, ଯେଉଁମାନେ ଏହି ସବୁ ଗୀତକୁ ଗାଇବା ସହିତ ଏଗୁଡ଼ିକୁ ପଥରର ପେଷଣା ଚକିର ଗୀତ –‘ଜାତ୍ୟାବର୍ଚ୍ୟା ଓବ୍ୟା’ ନାମରେ ପରିଚିତ କରାଇଛନ୍ତି। ଗ୍ରାଇଣ୍ଡମିଲ୍ ସଙ୍ଗସ ପ୍ରୋଜେକ୍ଟର କାବ୍ୟିକ ପରମ୍ପରା ଓ ଏବଂ ଏହାର ସୃଷ୍ଟିସ୍ଥଳକୁ ନେଇ ‘ପରୀ’ର ଏକ ଦସ୍ତାବିଜ

Author

PARI Team

Video Editor

Urja

Translator

OdishaLIVE

Video Producer

Vishaka George

Want to republish this article? Please write to [email protected] with a cc to [email protected]

Author

PARI Team

Video Producer

Vishaka George

ବିଶାଖା ଜର୍ଜ ପରୀର ଜଣେ ବରିଷ୍ଠ ସମ୍ପାଦିକା। ସେ ଜୀବନଜୀବିକା ଓ ପରିବେଶ ପ୍ରସଙ୍ଗରେ ରିପୋର୍ଟ ଲେଖିଥାନ୍ତି। ବିଶାଖା ପରୀର ସାମାଜିକ ଗଣମାଧ୍ୟମ ପରିଚାଳନା ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ପରୀର କାହାଣୀଗୁଡ଼ିକୁ ଶ୍ରେଣୀଗୃହକୁ ଆଣିବା ଲାଗି ସେ ପରୀ ଏଜୁକେସନ ଟିମ୍‌ ସହିତ କାର୍ଯ୍ୟ କରିଥାନ୍ତି ଏବଂ ନିଜ ଆଖପାଖର ପ୍ରସଙ୍ଗ ବିଷୟରେ ଲେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Video Editor

Urja

ଉର୍ଜା ହେଉଛନ୍ତି ପିପୁଲସ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସହଯୋଗୀ ଭିଡିଓ ଏଡିଟର୍। ଜଣେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା, ସେ କାରିଗରୀ, ଜୀବିକା ଏବଂ ପରିବେଶରେ ରୁଚି ରଖନ୍ତି। ଉର୍ଜା ମଧ୍ୟ ପରୀର ସୋସିଆଲ ମିଡିଆ ଟିମ୍ ସହ କାମ କରନ୍ତି।