gondi-language-is-our-religion-and-caste-or

Chhindwara, Madhya Pradesh

May 14, 2025

‘ଗୋଣ୍ଡି ଭାଷା ଆମର ଧର୍ମ ଓ ଜାତି’

ମଧ୍ୟପ୍ରଦେଶର ଲୋନାଦେଇରେ ବସବାସ କରୁଥିବା ଗୋଣ୍ଡମାନଙ୍କ ପାଇଁ ସେମାନଙ୍କ ମାତୃଭାଷା, କେବଳ ସେମାନେ କହୁଥିବା ଭାଷା ନୁହେଁ- ଏହା ସେମାନଙ୍କର ପରିଚୟ । ସେହି ପରିଚୟର ଆଧାର ଏବେ ସଂକଟରେ

Want to republish this article? Please write to [email protected] with a cc to [email protected]

Author

Pallavi Chaturvedi

ପଲ୍ଲବୀ ଚତୁର୍ବେଦୀ ହିନ୍ଦୀ ଓ ଇଂରାଜୀ ଭାଷାର ଜଣେ ମୁକ୍ତବୃତ୍ତି ଅନୁବାଦିକା ଏବଂ ଲେଖିକା । ଜଣେ ଅଭିଜ୍ଞ ଶିକ୍ଷୟିତ୍ରୀ ଏବଂ ତାଲିମଦାତ୍ରୀ ପଲ୍ଲବୀ, ଶିଶୁ ଓ ପ୍ରାପ୍ତବୟସ୍କ ଯୁବକଯୁବତୀମାନଙ୍କ ପାଇଁ ସାହିତ୍ୟ ସୃଷ୍ଟି ଉଦ୍ଦେଶ୍ୟରେ ବର୍ଷେ ତଳେ ନିଜର ଯାତ୍ରାରମ୍ଭ କରିଥିଲେ ।

Editor

Sangeeta Menon

ସଙ୍ଗୀତା ମେନନ ମୁମ୍ବାଇରେ ଅବସ୍ଥାପିତ ଜଣେ ଲେଖିକା, ସମ୍ପାଦିକା ଓ ସଞ୍ଚାର ପରାମର୍ଶଦାତା।

Photographs

Ritu Sharma

ଋତୁ ଶର୍ମା ପରୀରେ ବିଲୁପ୍ତପ୍ରାୟ ଭାଷା ସମ୍ପାଦକ ଅଟନ୍ତି। ସେ ଭାଷା ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି ଏବଂ ଭାରତରେ କଥିତ ଭାଷାଗୁଡ଼ିକୁ ସଂରକ୍ଷିତ ଓ ପୁନର୍ଜୀବିତ କରିବା ଦିଗରେ କାର୍ଯ୍ୟରତ ଅଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।