gond-art-stories-of-the-forest-and-the-land-or

Bhopal, Madhya Pradesh

Apr 08, 2024

ଗୋନ୍ଦ କଳା: ଜଙ୍ଗଲ ଓ ମାଟିର କଥା

ସୁରେଶ ଧୁରୱେ ତାଙ୍କ ଚିତ୍ରକଳା ମାଧ୍ୟମରେ କହନ୍ତି ତାଙ୍କ କଥା... ଜଙ୍ଗଲ, ବୃକ୍ଷ ଓ ଜୀବଜନ୍ତୁ ଓ ମଣିଷ ଏବଂ ସେମାନଙ୍କର ପରସ୍ପର ଉପରେ ନିର୍ଭରଶୀଳତାର ଗୁରୁତ୍ଵ। ତାଙ୍କ ଭଳି ଯେଉଁ ଗୋନ୍ଦ ଶିଳ୍ପୀମାନେ ଭୋପାଳରେ ରହନ୍ତି, ସେମାନଙ୍କ କହିବା ଅନୁଯାୟୀ କଳା ପାଇଁ ଉଦ୍ଦିଷ୍ଟ ଭୌଗଳିକ ସୂଚନାଙ୍କ (ଜିଆଇ ଟ୍ୟାଗ୍‍) ପାଇବାକୁ ଦରଖାସ୍ତକାରୀମାନଙ୍କ ଭିତରେ ସେମାନଙ୍କ ନାଁ ରଖାଯାଇ ନାହିଁ, ତେବେ ୨୦୨୩ ରେ ସେହି ମାନ୍ୟତା ପ୍ରଦାନ କରାଯାଇଛି

Video Editor

Sinchita Parbat

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Editor

Vishaka George

ବିଶାଖା ଜର୍ଜ ପରୀର ବରିଷ୍ଠ ସଂପାଦକ ଭାବରେ କାର୍ଯ୍ୟ କରିଛନ୍ତି । ସେ ଜୀବିକା ଏବଂ ପରିବେଶ ପ୍ରସଙ୍ଗରେ ରିପୋର୍ଟ କରନ୍ତି । ବିଶାଖା ପରୀର ସୋସିଆଲ ମିଡିଆ (୨୦୧୭-୨୦୨୫) ର କାର୍ଯ୍ୟକ୍ରମ ମୁଖ୍ୟ ଥିଲେ ଏବଂ ପରୀର ବିଭିନ୍ନ ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ସହିତ ଛାତ୍ରଛାତ୍ରୀଙ୍କୁ ଘେରି ରହିଥିବା ବିଭିନ୍ନ ସମସ୍ୟାକୁ ନଥିଭୁକ୍ତ କରିବା ଦିଗରେ ସେ ଶିକ୍ଷା ଟିମ୍‌ରେ କାର୍ଯ୍ୟ କରିଥିଲେ।

Video Editor

Sinchita Parbat

ସିଞ୍ଚିତା ପର୍ବତ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ଭିଡିଓ ସମ୍ପାଦିକା ଏବଂ ଜଣେ ମୁକ୍ତବୃତ୍ତିର ଫଟୋଗ୍ରାଫର ଓ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା। ପୂର୍ବରୁ ସିଞ୍ଚିତା ମାଜୀ ନାମରେ ତାଙ୍କର କାହାଣୀଗୁଡ଼ିକ ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।