from-punjab-to-portugal-or

Punjab, Punjab

Aug 20, 2024

ମାନବ ଚାଲାଣ : ପଞ୍ଜାବରୁ ପର୍ତ୍ତୁଗାଲ

ଥରେ ବେଆଇନ ଚାଲାଣ କରାଗଲା, ଆଉ ଥରେ ଚୋରା ବାଟରେ ନିଆଗଲା, ସିଂହଙ୍କର ଏହି କାହାଣୀ, ତାଙ୍କ ଭଳି ଅନେକ ପ୍ରବାସୀ ଭାରତୀୟଙ୍କର କାହାଣୀ, ଯେଉଁମାନେ ବିଦେଶରେ ରହି କାମ କରିବା ଲାଗି ଅନୁମତିପତ୍ର ପାଇବା ଲୋଭରେ ନିଜର ସମସ୍ତ ସଞ୍ଚିତ ଅର୍ଥ ଓ ସଂପତ୍ତିକୁ ଛାରଖାର କରିଦିଅନ୍ତି। ଭାରତରେ ଚାକିରିର ଅଭାବ ସେମାନଙ୍କୁ ବାହାରକୁ ଯିବା ଲାଗି ବାଧ୍ୟ କରୁଛି, ତାହା ବି ବେଆଇନ ଓ ବିପଜ୍ଜନକ ବିଦେଶ ଯାତ୍ରା ଜରିଆରେ

Want to republish this article? Please write to [email protected] with a cc to [email protected]

Author

Pari Saikia

ପରୀ ସାଇକିଆ ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ ସେ ଦକ୍ଷିଣ-ପୂର୍ବ ଏସିଆ ଏବଂ ୟୁରୋପରେ ମାନବ ଚାଲାଣ ସଂପର୍କିତ ନଥି ପ୍ରସ୍ତୁତ କରନ୍ତି। ସେ ଜର୍ଣ୍ଣାଲିଜ୍‌ମ ଫଣ୍ଡ, ୟୁରୋପର ୨୦୨୩, ୨୦୨୨ ଏବଂ ୨୦୨୧ର ଜଣେ ଫେଲୋ।

Author

Sona Singh

ସୋନା ସିଂହ ଭାରତର ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ ଗବେଷକ। ସେ ଜର୍ଣ୍ଣାଲିଜ୍‌ମଫଣ୍ଡ, ୟୁରୋପର ୨୦୨୨ ଏବଂ ୨୦୨୧ର ଜଣେ ଫେଲୋ।

Author

Ana Curic

ଆନା କ୍ୟୁରିକ୍‌ ସର୍ବିଆର ଜଣେ ଅନୁସନ୍ଧାନମୂଳକ ଏବଂ ତଥ୍ୟସଂଗ୍ରହକାରୀ ସ୍ୱାବଲମ୍ବୀ ସାମ୍ବାଦିକ। ସଂପ୍ରତି ସେ ଜର୍ଣ୍ଣାଲିଜ୍‌ମଫଣ୍ଡ, ୟୁରୋପର ଜଣେ ଫେଲୋ।

Photographs

Karan Dhiman

କରନ ଧିମାନ ଭାରତର ହିମାଚଳ ପ୍ରଦେଶର ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ଏବଂ ସାମାଜିକ ତଥ୍ୟ ସଂକଳନକାରୀ। ବିଭିନ୍ନ ସାମାଜିକ ପ୍ରସଙ୍ଗ, ପରିବେଶ ଏବଂ ସଂପ୍ରଦାୟ ବିଷୟ ପ୍ରତି ତାଙ୍କର ଆଗ୍ରହ ରହିଛି।

Editor

Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।