freedom-fighter-bhabani-mahato-votes-in-2024-or

Puruliya, West Bengal

May 20, 2024

୨୦୨୪ରେ ସ୍ୱାଧୀନତା ସଂଗ୍ରାମୀ ଭବାନୀ ମାହାତୋଙ୍କର ଭୋଟ୍ ଦାନ

ନିର୍ଭିକ, ଅଜେୟ ଭବାନୀ ମାହାତୋ ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଦୀର୍ଘ ଦଶନ୍ଧି ଧରି ନିଜେ ଚାଷ କରିଥିଲେ, ରାନ୍ଧିଥିଲେ, ନିଜ ପରିବାର ସହ ଅନ୍ୟ ବିପ୍ଳବୀମାନଙ୍କୁ ଖୁଆଇଥିଲେ। ଏବେ ତାଙ୍କର ବୟସ ପ୍ରାୟ ୧୦୬ ବର୍ଷ କିନ୍ତୁ ସେ ହାର ମାନିନାହାନ୍ତି, ତାଙ୍କର ସଂଗ୍ରାମ ଏବେ ବି ଜାରି ରଖିଛନ୍ତି... ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେଇଛନ୍ତି

Want to republish this article? Please write to [email protected] with a cc to [email protected]

Author

Partha Sarathi Mahato

ପାର୍ଥ ସାରଥୀ ମାହାତୋ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।