for-beedi-workers-its-always-a-hard-day-or

Damoh, Madhya Pradesh

Nov 27, 2023

ଦୁର୍ବିସହ ପାଲଟିଛି ବିଡ଼ି ଶ୍ରମିକଙ୍କ ଜୀବନ

ମଧ୍ୟପ୍ରଦେଶ ଦମୋହ ଜିଲ୍ଲାରେ ମୁଖ୍ୟତଃ ଅଣକୁଶଳୀ ମହିଳାମାନେ ବିଡ଼ି ତିଆରି କରିଥାନ୍ତି। ଏଥିପାଇଁ କଠିନ ଶାରୀରିକ ପରିଶ୍ରମ କରିବାକୁ ପଡ଼ୁଥିଲେ ମଧ୍ୟ ଖୁବ୍‌ କମ୍‌ ପାରିଶ୍ରମିକ ମିଳିଥାଏ। ଶ୍ରମିକମାନଙ୍କୁ ସ୍ୱାସ୍ଥ୍ୟସେବା ଲାଭ ଓ ଉଚିତ୍‌ ପାରିଶ୍ରମିକ ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ। ରାଜ୍ୟ ସରକାର ଜାରି କରିଥିବା ପରିଚୟପତ୍ରରେ ଅନେକ ପ୍ରତିଶ୍ରୁତି ମିଳିଛି, ହେଲେ ପରିଚୟପତ୍ରଟିଏ ପାଇବା ସହଜକଥା ନୁହେଁ

Student Reporter

Kuhuo Bajaj

Editor

PARI Desk

Translator

OdishaLIVE

Want to republish this article? Please write to [email protected] with a cc to [email protected]

Student Reporter

Kuhuo Bajaj

କୁହୁଓ ବଜାଜ ଅଶୋକା ବିଶ୍ୱବିଦ୍ୟାଳୟର ଅର୍ଥନୀତି, ଅର୍ଥ ଓ ଅନ୍ତର୍ଜାତୀୟ ସମ୍ପର୍କ ବିଭାଗର ଛାତ୍ରୀ ଅଟନ୍ତି। ସେ ଗ୍ରାମୀଣ ଭାରତର କାହାଣୀକୁ ଉଜାଗର କରିବା ଲାଗି ଆଗ୍ରହୀ।

Editor

PARI Desk

ପରୀ ସମ୍ପାଦକୀୟ ବିଭାଗ ଆମ ସମ୍ପାଦନା କାର୍ଯ୍ୟର ପ୍ରମୁଖ କେନ୍ଦ୍ର। ସାରା ଦେଶରେ ଥିବା ଖବରଦାତା, ଗବେଷକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକଙ୍କ ସହିତ ସମ୍ପାଦକୀୟ ଦଳ କାର୍ଯ୍ୟ କରିଥାଏ। ସମ୍ପାଦକୀୟ ବିଭାଗ ପରୀ ଦ୍ୱାରା ପ୍ରକାଶିତ ଲେଖା, ଭିଡିଓ, ଅଡିଓ ଏବଂ ଗବେଷଣା ରିପୋର୍ଟର ପ୍ରଯୋଜନା ଓ ପ୍ରକାଶନକୁ ପରିଚାଳନା କରିଥାଏ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।