droughtlands-or

Aurangabad, Maharashtra

May 09, 2024

ଶୁଷ୍କଭୂମି

ମହାରାଷ୍ଟ୍ରରେ, ପ୍ରତି ବର୍ଷ ବହୁସଂଖ୍ୟକ କୃଷକ ଓ କୃଷି ଶ୍ରମିକ ଆଉ କିଛି ଅଧିକ ରୋଜଗାର କରିବା ଲାଗି ଆଖୁ କଟାଳି ଭାବେ କାମ କରିବା ଲାଗି ଅନ୍ୟ ସ୍ଥାନକୁ ଯାଇଥାଆନ୍ତି । ଅତ୍ୟଧିକ ଶାରୀରିକ ପରିଶ୍ରମର ଆବଶ୍ୟକତା ଥିବା ଏହି କାମ କରିବା ସମୟରେ ସେମାନେ ଜୀବନଧାରଣରେ ଏବଂ କର୍ମକ୍ଷେତ୍ରରେ ଅନେକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥାଆନ୍ତି ଏବଂ ପ୍ରାୟତଃ ଏହାର କୁପ୍ରଭାବ ଅଧାରୁ ସ୍କୁଲ ଛାଡ଼ି ଆସିଥିବା ସେମାନଙ୍କ ପିଲାମାନଙ୍କ ଉପରେ ପଡ଼ିଥାଏ

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Omkar Khandagale

ଓମ୍‌କାର ଖଣ୍ଡାଗଲେ ପୁଣେରେ ରହନ୍ତି ଏବଂ ସେ ଜଣେ ବୃତ୍ତଚିତ୍ର ନିର୍ମାତା ଓ ସିନେମାଟୋଗ୍ରାଫର । ତାଙ୍କ କାମରେ ସେ ମୁଖ୍ୟତଃ ପରିବାର, ଉତ୍ତରାଧିକାର ଓ ଅତୀତର ସ୍ମୃତି ପ୍ରତ୍ୟୟର ଅନ୍ୱେଷଣ କରନ୍ତି ।

Author

Aditya Thakkar

ଆଦିତ୍ୟ ଠକ୍କର ଜଣେ ବୃତ୍ତଚିତ୍ର ନିର୍ମାତା, ସାଉଣ୍ଡ ଡିଜାଇନର ଏବଂ ସଙ୍ଗୀତଜ୍ଞ । ସେ ବିଜ୍ଞାପନ କ୍ଷେତ୍ରରେ କାର୍ଯ୍ୟରତ ‘ଫାୟାରଗ୍ଲୋ ମିଡିଆ’ ନାମକ ଏକ ସ୍ୱୟଂସଂପୂର୍ଣ୍ଣ ପ୍ରଡକ୍‌ସନ ହାଉସ ପରିଚାଳନା କରନ୍ତି ।

Text Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।