dr-b-r-ambedkar-mp-or

Mumbai, Maharashtra

May 21, 2025

ଡକ୍ଟର ବାବାସାହେବ ଆମ୍ବେଦକର - ଜଣେ ନେତାଙ୍କ ସ୍ମରଣରେ

ବାବାସାହେବ ଆମ୍ବେଦକର ଜଣେ ବିଜ୍ଞ, ସମାଜ ସଂସ୍କାରକ ଏବଂ ସମାନତାର ପ୍ରଚାରକ ଥିଲେ, ଦଳିତ ତଥା ମହିଳାମାନଙ୍କର ଅଧିକାର ପାଇଁ ସଂଗ୍ରାମ କରିଥିଲେ। ସେ ଥିଲେ ଭାରତୀୟ ଇତିହାସର ଅନ୍ୟତମ ମହାନ୍ ସାମ୍ବାଦିକ। ତାଙ୍କର ପ୍ରତିଷ୍ଠିତ ବ୍ୟବସ୍ଥାକୁ ପ୍ରଶ୍ନ କରିବା ଏବଂ ନ୍ୟାୟ ପାଇଁ ଅହରହ ଉଦ୍ୟମ କରିବାର ମୂଲ୍ୟ ପୂର୍ବାପେକ୍ଷା ବର୍ତ୍ତମାନ ଅଧିକ ରହିଥିବାର ମନେ ହେଉଛି। ଏଠାରେ ରହିଛି ଡକ୍ଟର ଆମ୍ବେଦକରଙ୍କ ଉପରେ ପରୀ ଦ୍ୱାରା ପ୍ରସ୍ତୁତ ବିଷୟଗୁଡ଼ିକ ଏବଂ ତାଙ୍କର ଦୀର୍ଘ ଐତିହ୍ୟ ଲୋକମାନଙ୍କୁ ଆଜିର ଦିନରେ ମଧ୍ୟ ଅନୁପ୍ରାଣିତ କରୁଛି

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।