doubtful-voters-neither-here-nor-there-or

Barpeta, Assam

May 15, 2024

‘ସନ୍ଦିଗ୍ଧ ମତଦାତା’: ନା ଏଠାକାର ନା ସେଠାକାର

ଆସାମରେ ସନ୍ଦିଗ୍ଧ-ମତଦାତା (ଡି-ଭୋଟର୍‌) ବର୍ଗ ହେଉଛି ଏକ ବ୍ୟତିକ୍ରମ ଯେଉଁଠି ଅନେକ ବଙ୍ଗଳାଭାଷୀ ହିନ୍ଦୁ ଓ ମୁସଲିମ୍‌ମାନେ ପ୍ରାୟତଃ ମତଦାନ ଅଧିକାରରୁ ବଞ୍ଚିତ ହୋଇଥାନ୍ତି। ମର୍ଜିନା ଖାତୁନ ତାଙ୍କ ଜୀବନସାରା ଆସାମରେ ରହିଛନ୍ତି, ହେଲେ ପୁଣିଥରେ ସେ ସାଧାରଣ ନିର୍ବାଚନ ୨୦୨୪ରେ ନିଜର ଭୋଟ୍‌ ଦେଇପାରିବେ ନାହିଁ

Want to republish this article? Please write to [email protected] with a cc to [email protected]

Author

Mahibul Hoque

ମାହିବୁଲ ହକ୍‌ ଆସାମରେ ରହୁଥିବା ଜଣେ ମଲ୍ଟିମିଡିଆ ସାମ୍ବାଦିକ ଏବଂ ଗବେଷକ। ସେ ୨୦୨୩ର ପରୀ-ଏମଏମଏଫ ଫେଲୋ।

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।