doing-it-the-write-way-or

Ranchi, Jharkhand

Aug 09, 2024

ମାତୃଭାଷାର ସଂରକ୍ଷଣ ଦିଗରେ ଠିକଣା ବାଟ

ଝାଡ଼ଖଣ୍ଡର ପରହିୟା, ମାଲ ପାହାଡ଼ିଆ ଏବଂ ଶବର ଆଦିବାସୀ ସଂପ୍ରଦାୟ, ସେମାନଙ୍କ ବିଲୁପ୍ତପ୍ରାୟ ମାତୃଭାଷାର ସଂରକ୍ଷଣ ଦିଗରେ ଉଦ୍ୟମ ସ୍ୱରୂପ ମୌଖିକ ଭାଷା ପରମ୍ପରା ଭିତ୍ତିରେ ବ୍ୟାକରଣ ଓ ବର୍ଣ୍ଣମାଳା ବହି ପ୍ରସ୍ତୁତ କରୁଛନ୍ତି । ବିଶ୍ୱ ଆଦିମ ଅଧିବାସୀ ଦିବସ ଅବସରରେ ‘ପରୀ’ର ଲୁପ୍ତପ୍ରାୟ ଭାଷା ପ୍ରକଳ୍ପ ଲାଗି ଏକ ଆଲେଖ୍ୟ

Author

Devesh

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Devesh

ଦେବେଶ ଜଣେ କବି, ସାମ୍ବାଦିକ, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକ। ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆରେ ହିନ୍ଦୀ ଭାଷା ସମ୍ପାଦକ ଓ ହିନ୍ଦୀ ଅନୁବାଦ ସମ୍ପାଦକ।

Editor

Ritu Sharma

ଋତୁ ଶର୍ମା ପରୀରେ ବିଲୁପ୍ତପ୍ରାୟ ଭାଷା ସମ୍ପାଦକ ଅଟନ୍ତି। ସେ ଭାଷା ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି ଏବଂ ଭାରତରେ କଥିତ ଭାଷାଗୁଡ଼ିକୁ ସଂରକ୍ଷିତ ଓ ପୁନର୍ଜୀବିତ କରିବା ଦିଗରେ କାର୍ଯ୍ୟରତ ଅଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।