darrangs-vanishing-bamboo-basket-makers-or

Darrang, Assam

Apr 04, 2024

ସଂକଟରେ ଦରଙ୍ଗର ବାଉଁଶ ଝୁଡ଼ି ବୁଣାଳି

ଦରଙ୍ଗ ଜିଲ୍ଲାରେ ନା-ମାଟି ଗ୍ରାମର ପାରମ୍ପରିକ ଝୁଡ଼ି ବୁଣାଳିମାନେ ପ୍ଲାଷ୍ଟିକ ବସ୍ତା କାରଣରୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ଶିକାର ହେଉଛନ୍ତି । ଜୀବିକା କ୍ଷତି କାରଣରୁ ଅନେକ ଲୋକ କାମ ସନ୍ଧାନରେ ବାହାର ରାଜ୍ୟକୁ ଚାଲି ଯିବା ପାଇଁ ବାଧ୍ୟ ହେଉଛନ୍ତି

Want to republish this article? Please write to [email protected] with a cc to [email protected]

Author

Mahibul Hoque

ମାହିବୁଲ ହକ୍‌ ଆସାମରେ ରହୁଥିବା ଜଣେ ମଲ୍ଟିମିଡିଆ ସାମ୍ବାଦିକ ଏବଂ ଗବେଷକ। ସେ ୨୦୨୩ର ପରୀ-ଏମଏମଏଫ ଫେଲୋ।

Editor

Shaoni Sarkar

ଶାଓନି ସରକାର କୋଲକାତାରେ ରହୁଥିବା ଜଣେ ମୃକ୍ତବୃତ୍ତିର ସାମ୍ବାଦିକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।