cosmetic-changes-for-adivasis-or

Thrissur, Kerala

Feb 08, 2025

ଆଦିବାସୀଙ୍କ ପାଇଁ ଲୋକ ଦେଖାଣିଆ ପରିବର୍ତ୍ତନ

କେରଳ ଜଙ୍ଗଲରେ ରହୁଥିବା କାଡ଼ର ଆଦିବାସୀ ସମ୍ପ୍ରଦାୟ ଖୁବଶୀଘ୍ର ଏକ ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବ, ସେମାନେ କୁହନ୍ତି ଯେ କେନ୍ଦ୍ର ବଜେଟ୍‌ ୨୦୨୫ ସେମାନଙ୍କୁ ବିକାଶ ପାଇଁ ହେଉଥିବା ବିସ୍ଥାପନରୁ ମୁକୁଳିବାରେ ସହାୟକ ହେବ ନାହିଁ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

K.A. Shaji

କେ.ଏ. ଶାଜୀ କେରଳରେ ଅବସ୍ଥାପିତ ଜଣେ ସାମ୍ବାଦିକ। ସେ ମାନବାଧିକାର, ପରିବେଶ, ଜାତି, ବଞ୍ଚିତ ସମୁଦାୟ ଏବଂ ଜୀବନଜୀବିକା ଉପରେ ଖବର ପ୍ରକାଶ କରିଥାନ୍ତି।

Editor

Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।