chasing-the-yellow-clouds-of-pattan-kodoli-or

Kolhapur, Maharashtra

Oct 04, 2025

ପଟଣ କୋଡ଼ୋଲିରେ ହଳଦିଆ ବାଦଲ ପଛେ ପଛେ

ପ୍ରତି ବର୍ଷ ପ୍ରାୟ ଅକ୍ଟୋବର ମାସରେ ଧାଙ୍ଗଡ଼ ଏବଂ କୁରୁବା ପଶୁପାଳକ ସମୂହର ଲୋକମାନେ ଏକତ୍ରିତ ହୋଇଥିବା ବାର୍ଷିକ ବିଠଲ ବୀରଦେବ ଯାତ୍ରାରେ ଉତ୍ସବର ପ୍ରାଣୋଚ୍ଛଳ ପରିବେଶ ଏବଂ ବିଶ୍ୱାସକୁ ବର୍ଣ୍ଣନା କରୁଥିବା ଏକ ଚିତ୍ର କାହାଣୀ

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

ରିତାୟନ ମୁଖାର୍ଜୀ ହେଉଛନ୍ତି କୋଲକାତାରେ ଅବସ୍ଥାନ କରୁଥିବା ଜଣେ ଫଟୋଗ୍ରାଫର ଓ ‘ପରୀ’ର ବରିଷ୍ଠ ଫେଲୋ। ସେ ଭାରତର ପଶୁପାଳକ ଓ ଯାଯାବର ଶ୍ରେଣୀର ଜୀବନଧାରାକୁ ସଂକଳିତ କରିବା ପାଇଁ ଏକ ଦୀର୍ଘ-କାଳୀନ ପ୍ରକଳ୍ପରେ କାମ କରୁଛନ୍ତି।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Video Editor

Sinchita Parbat

ସିଞ୍ଚିତା ପର୍ବତ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ଭିଡିଓ ସମ୍ପାଦିକା ଏବଂ ଜଣେ ମୁକ୍ତବୃତ୍ତିର ଫଟୋଗ୍ରାଫର ଓ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା। ପୂର୍ବରୁ ସିଞ୍ଚିତା ମାଜୀ ନାମରେ ତାଙ୍କର କାହାଣୀଗୁଡ଼ିକ ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।