chandrapurs-cultivators-farming-in-fear-or

Chandrapur, Maharashtra

Sep 29, 2023

ଚନ୍ଦ୍ରପୁରର ଚାଷୀ: ଆତଙ୍କ ଘେରରେ ଚାଷବାସ

ଜଙ୍ଗଲ ପାଖ ଜମିରେ କାର୍ଯ୍ୟରତ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ବଣୁଆ ଜୀବଜନ୍ତୁ। ଲୋକେ ଗୁରୁତର ଆହତ ହେଉଛନ୍ତି, ଏମିତି କି ପ୍ରାଣ ବି ହରାଉଛନ୍ତି। କୃଷିଜାତ ଦ୍ରବ୍ୟର ଦରଦାମରେ ଅସ୍ଥିରତା ଏବଂ ଜଳବାୟୁର ବିପର୍ଯ୍ୟସ୍ତ ସ୍ଥିତି ଯୋଗୁଁ ହନ୍ତସନ୍ତ ଚାଷୀମାନଙ୍କର ଜୀବନ ଏବେ ବିପଦ ଘେରରେ। ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଆଖପାଖ ଅଞ୍ଚଳରେ ମଣିଷ ଓ ବନ୍ୟପଶୁଙ୍କ ମଧ୍ୟରେ ଅବ୍ୟାହତ ରକ୍ତାକ୍ତ ସଂଘର୍ଷର କୁପରିଣାମ ସହ ଯୋଡ଼ି ହୋଇ ରହିଛି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ- ‘ପ୍ରୋଜେକ୍ଟ ଟାଇଗର୍‌’ର ସଫଳତା

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Editor

PARI Team

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।