bhopa-rabari-girls-and-their-marriageable-ears-or

Jamnagar, Gujarat

Oct 10, 2025

ଭୋପା ରବାରି ଝିଅମାନେ ଓ ସେମାନଙ୍କର ବିବାହଯୋଗ୍ୟ କାନ

ଗୁଜରାଟର ଜାମନଗର ଜିଲ୍ଲାରେ ରହୁଥିବା ରବାରି ଗୋଷ୍ଠୀର ଝିଅମାନେ ୧୮ ବର୍ଷ ବୟସରେ ବିବାହଯୋଗ୍ୟ ହେବାର କିଛି ବର୍ଷ ପୂର୍ବରୁ ସେମାନଙ୍କ ପାଇଁ ସ୍ଵତନ୍ତ୍ର ଭାବେ ତିଆରି ହୋଇଥିବା କାନଫୁଲ ପିନ୍ଧନ୍ତି

Want to republish this article? Please write to [email protected] with a cc to [email protected]

Author

Jigna Rabari

ଜିଗ୍ନା ରାବାରୀ ହେଉଛନ୍ତି ସହଜୀବନ ସହିତ ସଂପୃକ୍ତ ଥିବା ଜଣେ ସମୂହ କର୍ମୀ ଏବଂ ସେ ଗୁଜରାଟର ଦ୍ୱାରକା ଏବଂ ଜାମନଗର ଜିଲ୍ଲାରେ କାର୍ଯ୍ୟ କରନ୍ତି। ସେ ତାଙ୍କ ସମୂହର ଅଳ୍ପ କେଇଜଣ ଶିକ୍ଷିତ ମହିଳାଙ୍କ ମଧ୍ୟରେ ଅନ୍ୟତମ ଯେଉଁମାନେ କି ଏହି କ୍ଷେତ୍ରରେ ସକ୍ରିୟ ଏବଂ ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ଲେଖୁଛନ୍ତି।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।