between-the-forest-and-the-road-or

Saharanpur, Uttar Pradesh

Jun 26, 2023

ଜଙ୍ଗଲ ଓ ସଡ଼କ ମଝିରେ

ଉତ୍ତରାଖଣ୍ଡର ପର୍ବତ ଓ ଜଙ୍ଗଲରେ ବନ ଗୁଜ୍ଜର ସଂପ୍ରଦାୟର ଜୀବନ ସଂଘର୍ଷ ଉପରେ ଏକ ଚଳଚ୍ଚିତ୍ର

Want to republish this article? Please write to [email protected] with a cc to [email protected]

Author

Shashwati Talukdar

ଶାଶ୍ୱତୀ ତାଲୁକଦାର ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ସେ ପ୍ରାମାଣିକ, କାଳ୍ପନିକ ଏବଂ ପରୀକ୍ଷାମୂଳକ ସିନେମା ନିର୍ମାଣ କରନ୍ତି । ସାରା ପୃଥିବୀର ବିଭିନ୍ନ ଉତ୍ସବ ଓ ପ୍ରେକ୍ଷାଳୟରେ ତାଙ୍କ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି ।

Text Editor

Archana Shukla

ଅର୍ଚ୍ଚନା ଶୁକ୍ଳା ପିପୁଲସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆର ଜଣେ କଣ୍ଟେଣ୍ଟ ଏଡିଟର ଏବଂ ସେ ପ୍ରକାଶନ ଟିମ୍ ସହିତ କାର୍ଯ୍ୟ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।