between-the-city-lords-and-the-deep-blue-sea-or

Chennai, Tamil Nadu

Jun 18, 2024

ଏପଟେ ସହରୀ କଟକଣା, ସେପଟେ ନୀଳ ସାଗର

ଚେନ୍ନାଇର ନୋଚିକୁପ୍ପମରେ ମାଛ ବିକି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କ ପାରମ୍ପରିକ ବ୍ୟବସାୟ ସ୍ଥଳୀ, ସମୁଦ୍ରକୂଳରୁ ହଟାଇ ଅନ୍ୟ ଏକ ବାଡ଼ଘେରା ବଜାରକୁ ଯିବା ଲାଗି ବାଧ୍ୟ କରାଯାଉଛି। ଏହି ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ କରୁଛନ୍ତି ମତ୍ସ୍ୟଜୀବୀ ସଂପ୍ରଦାୟ। କାରଣ, ଏହା ସେମାନଙ୍କ ଜୀବିକାର ସୁରକ୍ଷା ଏବଂ ପରିଚିତିର ପ୍ରଶ୍ନ

Want to republish this article? Please write to [email protected] with a cc to [email protected]

Author

Divya Karnad

ଦିବ୍ୟା କର୍ନାଡ଼ ଜଣେ ଅନ୍ତର୍ଜାତୀୟ ପୁରସ୍କାର ବିଜୟିନୀ ସାମୁଦ୍ରିକ ଭୂଗୋଳବିତ୍‌ ଏବଂ ସଂରକ୍ଷଣବାଦୀ। ସେ ‘ଇନ୍‌ସିଜନ୍‌ ଫିସ୍‌’ର ସହ ପ୍ରତିଷ୍ଠାତା। ସେ ମଧ୍ୟ ଲେଖାଲେଖି ଏବଂ ରିପୋର୍ଟ କରିବାକୁ ଭଲ ପାଆନ୍ତି।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

Photographs

Manini Bansal

ମାନିନୀ ବଂସଲ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟରତ ବେଙ୍ଗାଲୁରୁର ଜଣେ ଭିଜୁଆଲ କମ୍ୟୁନିକେସନ ଡିଜାଇନର ଏବଂ ଫଟୋଗ୍ରାଫର। ସେ ମଧ୍ୟ ବୃତ୍ତଚିତ୍ର ନିମନ୍ତେ ଚିତ୍ରୋତ୍ତଳନ କରନ୍ତି।

Photographs

Abhishek Gerald

ଅଭିଷେକ ଜେରାଲ୍‌ଡ ଚେନ୍ନାଇର ଜଣେ ସାମୁଦ୍ରିକ ଜୀବ ବିଜ୍ଞାନୀ। ସେ ‘ଫାଉଣ୍ଡେସନ ଫର୍‌ ଇକୋଲୋଜିକାଲ ରିସର୍ଚ୍ଚ ଆଡଭୋକେସି’ ଏବଂ ‘ଇନ୍‌ସିଜନ୍‌ ଫିସ୍‌’ ସଂସ୍ଥା ସହିତ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ସମୁଦ୍ରଜାତ ଖାଦ୍ୟ ଉପରେ କାର୍ଯ୍ୟରତ।

Photographs

Sriganesh Raman

ଶ୍ରୀଗଣେଶ ରମଣ ଜଣେ ମାର୍କେଟିଂ ବୃତ୍ତିଧାରୀ ଏବଂ ସେ ଫଟୋଗ୍ରାଫିକୁ ଭଲ ପାଆନ୍ତି। ସେ ଜଣେ ଟେନିସ୍‌ ଖେଳାଳି ଏବଂ ବିଭିନ୍ନ ବିଷୟରେ ବ୍ଲଗ୍‌ ଲେଖନ୍ତି। ପରିବେଶ ସଂକ୍ରାନ୍ତରେ ବ୍ୟାପକ ଶିକ୍ଷାଲାଭ ହିଁ ‘ଇନ୍‌ସିଜନ୍‌ ଫିସ୍‌’ରେ ତାଙ୍କ କାର୍ଯ୍ୟ ପରିସର ସହିତ ସଂପୃକ୍ତ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।