atreyapurams-delicate-rice-paper-sweet-or

Dr. B. R. Ambedkar Konaseema, Andhra Pradesh

Jan 29, 2024

ଅତ୍ରେୟପୁରମ୍‌ର ପତଳା ଚାଉଳ କାଗଜ ମିଠା

ଅତ୍ରେୟପୁରମ୍‌ର ପୁତରେକୁଲୁକୁ ଗତ ବର୍ଷ ଜିଆଇ (ଭୌଗୋଳିକ ସଂକେତ) ଟ୍ୟାଗ୍‌ ମିଳିଥିଲା। ଚାଉଳ କାଗଜରେ ମୋଡ଼ା ହୋଇ ତିଆରି ହୋଇଥିବା ଏହି ସୁଆଦିଆ ମିଠାକୁ ମୁହଁରେ ରଖିବା କ୍ଷଣି ମିଳେଇ ଯାଇଥାଏ। ଏହା ଆନ୍ଧ୍ରପ୍ରଦେଶର ପରିଚୟ। ମୁଖ୍ୟତଃ ମହିଳାମାନେ ଏହି ଅତି ଭଙ୍ଗୁର ଏବଂ ପାରଦର୍ଶୀ ହୋଇଥିବା ଚାଉଳ ଚାଦର ମିଠା ତିଆରି କରିଥାନ୍ତି ଯାହାକି ଏକ କୁଶଳୀ କାମ। ହେଲେ ଏଥିପାଇଁ ମିଳୁଥିବା ପାରିଶ୍ରମିକ ସେମାନଙ୍କ ମନକୁ ମିଠା କରିବା ଲାଗି ଯଥେଷ୍ଟ ନୁହେଁ ବୋଲି ସେମାନେ କୁହନ୍ତି

Editor

PARI Desk

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Amrutha Kosuru

ଅମୃତା କୋସୁରୁ ବିଶାଖାପାଟଣାରେ ଅବସ୍ଥିତ ଜଣେ ସ୍ଵତନ୍ତ୍ର ସାମ୍ବାଦିକ। ସେ ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ୍, ଚେନ୍ନାଇରୁ ସ୍ନାତକ କରିଛନ୍ତି ।

Editor

PARI Desk

ପରୀ ସମ୍ପାଦକୀୟ ବିଭାଗ ଆମ ସମ୍ପାଦନା କାର୍ଯ୍ୟର ପ୍ରମୁଖ କେନ୍ଦ୍ର। ସାରା ଦେଶରେ ଥିବା ଖବରଦାତା, ଗବେଷକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକଙ୍କ ସହିତ ସମ୍ପାଦକୀୟ ଦଳ କାର୍ଯ୍ୟ କରିଥାଏ। ସମ୍ପାଦକୀୟ ବିଭାଗ ପରୀ ଦ୍ୱାରା ପ୍ରକାଶିତ ଲେଖା, ଭିଡିଓ, ଅଡିଓ ଏବଂ ଗବେଷଣା ରିପୋର୍ଟର ପ୍ରଯୋଜନା ଓ ପ୍ରକାଶନକୁ ପରିଚାଳନା କରିଥାଏ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।