assams-gamusa-weavers-are-in-trouble-or

Udalguri, Assam

Jul 04, 2024

ଦୁର୍ଦ୍ଦଶାରେ ଆସାମର ଗାମୁସା ବୁଣାକାର

ଅହମୀୟା ଐତିହ୍ୟ ଓ ସଂସ୍କୃତିରେ ହସ୍ତତନ୍ତ ପୋଷାକର ବିଶେଷ ମହତ୍ୱ ରହିଛି ଏବଂ ଏଠାରେ ତନ୍ତରେ ବୁଣୁଥିବା ପତ୍ନେ ଦେଉରୀଙ୍କ ଭଳି ଅଧିକାଂଶ ମହିଳା ପାର୍ବଣ ଋତୁରେ ଚାହିଦା ବୃଦ୍ଧି ସମୟରେ ତରବର ହୋଇ ବୁଣାକାମ କରିଥାନ୍ତି। କିନ୍ତୁ କମ୍‌ ମଜୁରି ଓ ଋଣ ପାଇବାର ସୀମିତ ସୁଯୋଗ କାରଣରୁ ଏହି ଜୀବିକା ବିପନ୍ନ ହୋଇପଡ଼ିଛି

Want to republish this article? Please write to [email protected] with a cc to [email protected]

Author

Mahibul Hoque

ମାହିବୁଲ ହକ୍‌ ଆସାମରେ ରହୁଥିବା ଜଣେ ମଲ୍ଟିମିଡିଆ ସାମ୍ବାଦିକ ଏବଂ ଗବେଷକ। ସେ ୨୦୨୩ର ପରୀ-ଏମଏମଏଫ ଫେଲୋ।

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।